ଫେସବୁକରେ ଭୁଲ ପୋଷ୍ଟ କରୁଛନ୍ତିକି, ତେବେ ହୋଇଯାନ୍ତୁ ସାବଧାନ ! ଫେସବୁକ ଲଗାଇବ ସଂକେତ
ଫେସବୁକ ତରଫରୁ ସ୍ପଷ୍ଟ କରାଯାଇଛିକି ଏଣିକି କୌଣସି ରାଷ୍ଟ୍ରନେତାଙ୍କ ବିରୋଧରେ ନିୟମ ଉଲ୍ଲଙ୍ଘନକାରୀ ପୋଷ୍ଟ କଲେ, ସେହି ସବୁ ପୋଷ୍ଟ ଉପରେ ଚେତାବନୀ ଲାଗୁ କରାଯିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପୋଷ୍ଟ ସମେତ ଅନ୍ୟ ରାଜନେତାଙ୍କ ବାବଦରେ ଆସୁଥିବା ନିୟମ ଉଲ୍ଲଙ୍ଘନକାରୀ ସମସ୍ତ ପୋଷ୍ଟ…