କେବଳ ଡେଡ୍ ସ୍କିନ ନୁହଁ ବ୍ଲାକହେଡ୍ସ ଏବଂ ଟ୍ୟାନିଂରୁ ରକ୍ଷା କରିବ ଏହି ନେଚୁରାଲ ସ୍କ୍ରବ
ଡେଡ୍ ସ୍କିନ, ବ୍ଲାକ ଏବଂ ହ୍ଵାଇଟ ହେଡ୍ସକୁ କମାଇବା ପାଇଁ ଆପଣ ଅନେକ ଉପାୟ ଆପଣାନ୍ତି । ପାର୍ଲର ଯାଇ ଫେସିଆଲ ଏବଂ ଷ୍ଟିମ୍ ନେଇଥାନ୍ତି । କିନ୍ତୁ ଏହି ଉପାୟରେ ସମସ୍ୟା ଦୂର ହୋଇନଥାଏ । ଏପରିସ୍ଥିତିରେ ହୋମମେଡ ସ୍କ୍ରବିଂକୁ ଆପଣାଇ ଆପଣ ଏହି ସମସ୍ୟାକୁ ଅନେକମାତ୍ରାରେ କମାଇ ପାରିବେ ।…