ଶେହେନାଜଙ୍କ ଭାଇ ହାତରେ ସିଦ୍ଧାର୍ଥ ଶୁକ୍ଲାଙ୍କ ଟାଟୁ, ପୋଷ୍ଟ ଦେଖିବା ପରେ ଭାବୁକ ହେଲେ ଫ୍ୟାନ୍ସ
ଶେହେନାଜ ଗିଲଙ୍କ ଭାଇ ଶାହବାଜ ସ୍ୱର୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଆଉ ଏକ ଉପାୟ ଆପଣାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ତାଙ୍କ ହାତରେ ସିଦ୍ଧାର୍ଥଙ୍କ ମୁହଁର ଟାଟୁ କରିଛନ୍ତି। ଏହା ସହିତ ସେ ତାଙ୍କ ଭଉଣୀ ଶେହେନାଜଙ୍କ…