ଫେସବୁକରେ ଲକ୍ ପ୍ରୋଫାଇଲକୁ ଦେଖିବା ପାଇଁ ଜାଣନ୍ତୁ ସହଜ ଟ୍ରିକ
ଆଜିକାଲି ସିକ୍ୟୁରିଟି କୁ ଧ୍ୟାନ ରଖି ପ୍ରାୟ ସମସ୍ତେ ଫେସବୁକରେ ନିଜ ପ୍ରୋଫାଇଲକୁ ଲକ୍ କରି ରଖୁଛନ୍ତି । ଏହାଦ୍ୱାରା ଆପଣ ସେହି ବ୍ୟକ୍ତିର ପ୍ରୋଫାଇଲ ଫଟୋକୁ ଦେଖିପାରିବେ ନାହିଁ। କିମ୍ବା ସେହି ବ୍ୟକ୍ତିର କିଛି ବି ଡିଟେଲ୍ସ ଜାଣିପାରିବେ ନାହିଁ। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଅନ୍ୟର…