ରାଜଧାନୀରେ ପୁଞ୍ଜା ପୁଞ୍ଜା ଆଞ୍ଜେଲ ପ୍ରିୟାଙ୍କ ରାଜ୍, ସହିଦ ନଗର ପୋଲିସ ଗିରଫ କଲା ଆଉ ଜଣେ ଠକ ସୁନ୍ଦରୀକୁ
ଭୁବନେଶ୍ବର(କେନ୍ୟୁଜ୍): ଫେସ୍ବୁକ ପରେ ଏବେ ଆଉ ଜଣେ ହ୍ଵାଟସ୍ଆପ୍ କୁଇନ୍ । ରାଜଧାନୀରୁ ଗିରଫ ହୋଇଛନ୍ତି ଜଣେ ଠକ ସୁନ୍ଦରୀ । ୧୦ ଲକ୍ଷ ଟଙ୍କାର ସୁନା ଧରି ଛୁ ମାରିଥିବା ମହିଳାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ମହିଳା ଜଣକ ପଶ୍ଚିମବଙ୍ଗର ପିହୁ ବିଶ୍ୱାସ । ମହିଳା ଜଣକ…