Browsing Tag

facebook update

ଫେସ୍‌ବୁକ୍‌ରେ ଫଟୋ କ୍ଲାରିଟି ବଢ଼ାଇବାକୁ ଆସିଲା ନୂଆ ଫିଚର, ଏବେ ୨ଡି ଫଟୋକୁ ବି କରିହେବ ୩ଡି

ୟୁଜରଙ୍କ ପସନ୍ଦ ତଥା ସୁବିଧାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ସବୁବେଳେ କିଛି ନା କିଛି ପରିବର୍ତ୍ତନ କରୁଛି। ଏବେ ପୁଣି ଥରେ ୟୁଜରଙ୍କ ଲାଗି ଏକ ନୂଆ ଫିଚର ଲଞ୍ଚ୍‌ କରିଛି ଫେସ୍‌ବୁକ୍‌। ଏହି ନୂଆ ଫିଚରରେ ୟୁଜର ୨ଡି ଫଟୋକୁ ସହଜରେ ୩ଡିରେ କନଭର୍ଟ କରିପାରିବେ। ଏହି ଫିଚର ଆସିବା ପରେ ୟୁଜରଙ୍କୁ…