Browsing Tag

facebook

ଏବେ Facebookରେ ଦେଖାଯିବ WhatsApp Status, ଜାଣନ୍ତୁ କିପରି

ଉଭୟ ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ହେଉଛି ମେଟା ପ୍ଲାଟଫର୍ମ, ଯାହା ୟୁଜର୍ସଙ୍କ ମଧ୍ୟରେ ବହୁତ ଲୋକପ୍ରିୟ । ଆପଣ ଜାଣନ୍ତି କି ଏହି ଦୁଇଟିକୁ କନେକ୍ଟ କରିବା ପାଇଁ ଷ୍ଟାଟସ୍ ସେୟାର୍ ଫିଚର କାମ କରେ । ହ୍ୱାଟ୍ସଆପ୍ ଷ୍ଟାଟସ୍ ଫିଚରରେ, ଆପଣଙ୍କର ଏକ ଅପ୍ସନ ରହିଥାଏ ଯାହାଦ୍ୱାରା ଆପଣ ଫେସବୁକରେ…

କାମ କରୁନି ଫେସ୍‌ବୁକ୍‌, ହଠାତ୍ ହୋଇଯାଉଛି ଲଗ୍ ଆଉଟ୍

ହଠାତ୍ ଲଗ୍ ଆଉଟ୍ ହୋଇଗଲା ଫେସ୍‌ବୁକ୍ ଓ ଇନଷ୍ଟାଗ୍ରାମ। ତେବେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ସର୍ଭର ଡାଉନ୍ ଥିବା ହେତୁ, ଆପଣଙ୍କ ମୋବାଇଲରେ ଏଭଳି କିଛି ଅସୁବିଧା ଦେଖାଦେଇଛି । ସାରା ବିଶ୍ୱରେ ଏଭଳି ସମସ୍ୟା ଦେଖା ଦେଇଛି। ମେଟାର ସୋସିଆଲ୍ ମିଡିଆ କମ୍ପାନୀ ବିଶ୍ୱଭରି ଡାଉନ୍…

୨୦ ବର୍ଷରେ ପହଞ୍ଚିଲା ଫେସବୁକ୍‌, ମାର୍କ ଜୁକରବର୍ଗ ସେୟାର କଲେ ପ୍ରୋଫାଇଲ୍‌ ଫଟୋ

ଆପଣ ବ୍ୟବହାର କରୁଥିବା ଫେସବୁକ ବର୍ତ୍ତମାନ ୨୦ ବର୍ଷରେ ପହଞ୍ଚିଛି । ୪ ଫେବୃଆରୀ ୨୦୦୪ରେ ଫେସବୁକ୍‌ ଲଞ୍ଚ ହୋଇଥିଲା । ଫେସବୁକର ଆରମ୍ଭ 'thefacebook.com' ରୁ ହୋଇଥିଲା, ଯାହାକୁ ପରେ ଫେସବୁକ ନାଁରେ ଚେଞ୍ଜ କରାଯାଇଥିଲା । ବର୍ତ୍ତମାନ ଦୁନିଆରେ ୩ ବିଲିୟନରୁ ଅଧିକ ଲୋକ ଫେସବୁକ୍‌ ବ୍ୟବହାର…

କେବଳ ଗୋଟିଏ ଭୁଲ! ଡିଲିଟ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ ଆକାଉଣ୍ଟ, ସରକାର ଆଣିଲେ ନୂଆ ନିୟମ

ସୋସିଆଲ ମିଡିଆ ୟୁଜରଙ୍କ ପାଇଁ ସରକାର ଏକ ନୂତନ ନିୟମ ଆଣିଛନ୍ତି, ଏହି ନିୟମ ଅନୁଯାୟୀ, ଯଦି ଆପଣ କେବଳ ଗୋଟିଏ ଭୁଲ କରନ୍ତି, ତେବେ ଆପଣଙ୍କର ଫେସବୁକ, ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ସବୁଦିନ ପାଇଁ ଡିଲିଟ ହୋଇଯିବ । ଯଦି ଆପଣ ଏହା ଚାହୁଁ ନାହାଁନ୍ତି, ତେବେ ଆପଣ ଏହି…

ମେଟା ଲଞ୍ଚ କଲା ନୂଆ ଫିଚର, ଏବେ ଫେସବୁକ-ଇନଷ୍ଟାଗ୍ରାମରୁ କରିପାରିବେ ସପିଙ୍ଗ

ସୋସିଆଲ ମିଡିଆ କମ୍ପାନୀ ମେଟା ଏକ ନୂଆ ଫିଚର ଲଞ୍ଚ କରିଛି । ଆମେରିକାର ଯୁଜର୍ସମାନେ ନିଜ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆମାଜନ ସହିତ ଲିଙ୍କ କରିବାର ଅନୁମତି ଦିଆଯାଇଛି । ଏହି ଫିଚରରେ ୟୁଜର ଫେସବୁକ ଏବଂ ଇନଷ୍ଟଗ୍ରାମରୁ ସିଧା ସଳଖ ଭାବେ ଆମାଜନ ସପିଙ୍ଗ ଏବଂ ଜିନିଷ ଅର୍ଡର ମଧ୍ୟ…

ଫେସବୁକ୍‌ ଚଲାଇବା ପାଇଁ ଦେବାକୁ ପଡ଼ିବ ଟଙ୍କା, ୟୁଜରଙ୍କୁ ଝଟକା ଦେଲା ମେଟା

ମେଟା କିଛି ୟୁଜରଙ୍କୁ ଏକ ବଡ଼ ଝଟକା ଦେଇଛି । ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ୟୁଜର୍ସଙ୍କ ପାଇଁ ଏକ ଆଡ୍‌-ଫ୍ରି ପେଡ୍ ସବସ୍କ୍ରିପସନ୍ ପ୍ଲାନ ଆଣିଛି । ଦୀର୍ଘ ସମୟ ଧରି ମାର୍କ ଜୁକରବର୍ଗ ଏହି ପ୍ଲାନ ଆଣିବେ ବୋଲି କୁହାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହି ଷ୍ଟେପ୍‌ ନେଇଛି । ମେଟା…

୩୫ ବର୍ଷୀୟ ଯୁବକଙ୍କୁ ହେଲା ୭୦ ବର୍ଷୀୟ ବୃଦ୍ଧାଙ୍କ ସହ ପ୍ରେମ

ସୀମା ପାର ପ୍ରେମ କାହାଣୀ ଦିନକୁ ଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୀମା ହାଇଦର ଓ ମଞ୍ଜୁ ପରେ ଏବେ ଆଉ ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏହି ପ୍ରେମୀଯୁଗଳ ବୟସର ଚିନ୍ତା ମଧ୍ୟ କରିନାହାନ୍ତି । ଜଣେ ୩୫ ବର୍ଷୀୟ ପାକିସ୍ତାନୀ ଯୁବକଙ୍କୁ ୭୦ ବର୍ଷୀୟ କାନାଡିଆନ ବୃଦ୍ଧା ମହିଳାଙ୍କ…

Facebook Messenger ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ଝଟକା, ଆଗାମୀ ମାସରେ ବନ୍ଦ ହୋଇଯିବ ଏହି ଫିଚର

Facebook ହେଉ କିମ୍ବା Facebook Messenger ହେଉ, ଏହି ଦୁଇଟି ଆପରେ ଲକ୍ଷ ଲକ୍ଷ ଆକ୍ଟିଭ ୟୁଜର ରହିଛନ୍ତି, ଏଭଳି ପରିସ୍ଥିତିରେ କମ୍ପାନୀ Facebook Messengerରୁ ଏକ ଫିଚର ହଟାଇବାକୁ ଯାଉଛି ଯାହା ୟୁଜରଙ୍କୁ ପାଇଁ ଏକ ଝଟକା ହେବ । ୨୦୧୬ରେ ମେଟା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ…

Twitter କୁ ଟକ୍କର ଦେବ ”Threads App”

ମେଟା ଯାହାକୁ ଆଗରୁ ଫେସବୁକ ନାମରେ ଜଣାଯାଉଥିଲା ଏବେ ତାର ଆସୁଛି ନୂଆ ବିକଳ୍ପ । ଫେସବୁକ ବଦଳରେ ଆପଣ ଏବେ ଏହି ନୂଆ ଆପ୍‌ କୁ ବ୍ୟବହାର କରିବେ। ସୂଚନା ଅନୁସାରେ ଏହି ନୂଆ ଆପ୍‌ ର ନାମ Threads ରଖାଯାଇପାରେ। ଏହା ଇନଷ୍ଟାଗ୍ରାମର ନୂଆ ଆପ୍‌ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେବ ଟ୍ଵିଟର କୁ…

ଭାରତରେ କିପରି ପାଇବେ ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମ ଭେରିଫାଏଡ ବ୍ଲୁ ବେଜ୍‌

ସୋସିଆଲ ମିଡିଆରେ ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମ ହେଉଛି ଅଧିକ ଲୋକପ୍ରିୟ ପ୍ଲାଟଫର୍ମ । ବର୍ତ୍ତମାନ ସମୟରେ ପିଲା ଠୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ଫେସବୁକ ଏବଂ ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ରହିଛି । କିନ୍ତୁ କିଛି ଜଣଙ୍କ ନିକଟରେ ହିଁ ବ୍ଲୁ ବେଜ୍‌ ଥିବା ଦେଖାଯାଏ । ଏହି ବ୍ଲୁ…

ଫେସବୁକ୍ ଓ ଇନଷ୍ଟାଗ୍ରାମରେ ପାଇବେ Paid Verification Service

ଏବେ ଟ୍ୱିଟର ପରି ଆପଣଙ୍କୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ମଧ୍ୟ ଦେୟ ଦେବାକୁ ପଡିବ । ଏହାର ପ୍ରତିବଦଳରେ ଆପଣଙ୍କୁ ଏକ ଯାଞ୍ଚ ବ୍ୟାଜ୍ ବା ବ୍ଲୁ ଟିକ ଦିଆଯିବ ଯାହା ଆପଣଙ୍କର ଆକାଉଣ୍ଟ କୁ ଭେରିଫାଏଡ ବୋଲି ସୂଚିତ କରିବ। ଇନଷ୍ଟାଗ୍ରାମ-ଫେସବୁକ୍ ଭେରିଫିକେସନ୍ ପାଇଁ ମେଟା ଆଣିଛି ନୂଆ…

ଫେସବୁକରେ ରହିବେ ଅନଲାଇନ ହେଲେ ସମସ୍ତଙ୍କୁ ଦେଖାଇବ ଅଫଲାଇନ, ଜାଣନ୍ତୁ ଏହାର ଉପାୟ

ଫେସବୁକ୍ ଏପରି ଏକ ସୋସିଆଲ ମିଡିଆ ଆପ୍‌ ଯେଉଁଥିରେ ପ୍ରାୟ ସମସ୍ତଙ୍କ ଆକାଉଣ୍ଟ ରହିଛି । ଏଥିରେ ପୋଷ୍ଟ ସେୟାର କରିବା, ଫଟୋ ସେୟାର କରିବା, ଭିଡିଓ ପୋଷ୍ଟ କରିବା ଆଦି ସେବା ରହିଛି । ଏହା ବ୍ୟତୀତ ବ୍ୟବହାରକାରୀ ମେସେଜ ଚାର୍ଟ କିମ୍ବା କଲ କରି କଥା ମଧ୍ୟ ହୋଇପାରିବେ । ତେବେ ଫେସବୁକରେ ଯିଏ…