Gmail ୟୁଜର୍ସ ସାବଧାନ! ଏହି ନକଲି ମେଲ୍ ଦ୍ୱାରା ଆପଣଙ୍କର ଫେସବୁକ୍ ଆକାଉଣ୍ଟ୍ ହ୍ୟାକ୍ ହୋଇପାରେ, ଏହିପରି ରୁହନ୍ତୁ…
Gmail ଏବଂ Hotmail ବ୍ୟବହାରକାରୀମାନେ ସାବଧାନ୍! ଏବେ ହୋଇଯାଆନ୍ତୁ ସତର୍କ । କାରଣ ଫେସବୁକ ସପୋର୍ଟ ଟିମ୍ ନାମରେ ବ୍ୟବହାରକାରୀ ମାନଙ୍କ ପାଖକୁ ଆସୁଛି ଏକ ଫେକ୍ ଇମେଲ। ଏହି ଇମେଲ ମାଧ୍ୟମରେ, ଉପଭୋକ୍ତାମାନଙ୍କୁ ଟାର୍ଗେଟ କରାଯାବା ସହିତ ସେମାନଙ୍କ ଆକାଉଣ୍ଟ ବିବରଣୀ ନେବାକୁ ଏକ ପ୍ରୟାସ…