ବିନା ସୂଚନାରେ ୪୫ ମିନିଟ୍ ଧରି ଡାଉନ୍ ରହିଲା ହ୍ଵାଟ୍ସଆପ୍, ନା ମେସେଜ୍ ଗଲା ନା ଆସିଲା
ଶୁକ୍ରବାର ସନ୍ଧ୍ୟାରେ ହ୍ଵାଟ୍ସଆପ୍, ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ୟୁଜର୍ସଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ରାତି ପାଖାପାଖି ୧୧ଟା ବେଳେ ହ୍ଵାଟ୍ସଆପ୍ ଡାଉନ୍ ହୋଇଯାଇଥିଲା ଓ ପ୍ରାୟ ଅଧ ଘଣ୍ଟା ପରେ ରାତି ୧୨ଟା ପୂର୍ବରୁ ଧୀରେ ଧୀରେ ସ୍ୱାଭାବିକ୍ ହୋଇଥିଲା।…