ଜାଣନ୍ତି କି Ice Facial କ’ଣ? ଯାହାଦ୍ୱାରା ଗ୍ଲୋ କରେ ସ୍କିନ୍
ଆମର ଖାଦ୍ୟ ପାନୀୟ ଏବଂ ଦୈନନ୍ଦିନ ଅଭ୍ୟାସ ମଧ୍ୟ ସ୍କିନ୍ ଉପରେ ବହୁତ ପ୍ରଭାବ ପକାଇଥାଏ । ଏକ ଗ୍ଲୋଇଂ ଏବଂ ହେଲ୍ଦି ସ୍କିନ୍ ପାଇବା ପାଇଁ, ଲୋକମାନେ ବିଭିନ୍ନ ପ୍ରକାରର ଟ୍ରିଟମେଣ୍ଟ କରନ୍ତି । କିଛି ଲୋକ ନିଜ ଚମକକୁ ଫେରାଇ ଆଣିବା ପାଇଁ ଫେସିଆଲ ପରି ବ୍ୟୁଟି ଟ୍ରିଟମେଣ୍ଟ ମଧ୍ୟ କରିଥା’ନ୍ତି…