Browsing Tag

facts

ଟ୍ରକ ପଛରେ କାହିଁକି ଲେଖାଯାଇଥାଏ ‘Horn OK Please’, ଏହାର ଅର୍ଥ ଜାଣିଛନ୍ତି କି?

ଆମେ ରାସ୍ତାରେ ଯିବା ଆସିବା କରିବା ସମୟରେ ବିଭିନ୍ନ ପ୍ରକାରର ଯାନବାହନ ଦେଖିଥାଉ । ତେବେ ଏହି ଯାନ ଗୁଡିକରେ ଆପଣ ନିଶ୍ଚିତ ଭାବରେ କିଛି ନା କିଛି ଷ୍ଟିକର କିମ୍ବା କିଛି ଲେଖା ଥିବାର ଦେଖିଥିବେ । କାରଗୁଡିକରେ ପିଲାମାନଙ୍କର ନାମ କିମ୍ବା ଭଗବାନଙ୍କ ସମ୍ବନ୍ଧୀୟ କୌଣସି ସ୍ଲୋଗାନ ଥିବାବେଳେ…

ଖଟ ଚଟାଣଠାରୁ ଉଚ୍ଚରେ ରହିଥାଏ କାହିଁକି, ଏହା ମଝିରେ ଥିବା ଜାଗାର ଉଦ୍ଦେଶ୍ୟ କ’ଣ?

ଆଜିକାଲି ମାର୍କେଟରେ ବିଭିନ୍ନ ଡିଜାଇନର ବେଡ ତିଆରି କରାଯାଉଛି । କିନ୍ତୁ ଏଥିମଧ୍ୟରୁ ଅଧିକାଂଶ ବେଡ ଚଟାଣ ଠାରୁ ଉପରେ ହିଁ ରହିଥାଏ । ସେଥିପାଇଁ କେତେବେଳେ କିଛି ଜିନିଷ ଖଟ ତଳେ ପଡ଼ିଯାଏ ତ କେତେବେଳେ ବୟସ୍କ ଲୋକଙ୍କ ଜୋତା କିମ୍ବା ଚପଲ ରହିଥାଏ, ଲୋକଙ୍କୁ ନଇଁପଡି ବହୁତ କଷ୍ଟରେ ଏହାକୁ…

ଭୂତକୁ ସବୁବେଳେ ଧଳା ପୋଷାକରେ ହିଁ କାହିଁକି ଦେଖାଯାଏ, ଏହା ପଛର କାରଣ କ’ଣ?

ଆପଣ ବିଭିନ୍ନ ଫିଲ୍ମରେ ଭୂତ ଦେଖିଥିବେ କିମ୍ବା ନିଜ ଘରେ କାହାଠାରୁ ଭୂତର କାହାଣୀ ତ ନିଶ୍ଚୟ ଶୁଣିଥିବେ । କେହି ଏହାକୁ ମନର ଭ୍ରମ କହି ଏଡାଇ ଦେଉଥିବାବେଳେ ଆଉ କେହି ଏହା ସତ ବୋଲି ଦାବି କରନ୍ତି । ତେବେ ସେ ଫିଲ୍ମ ହେଉ ଅବା କୌଣସି ଟିଭି ଶୋ' ସବୁଆଡେ ଭୂତମାନଙ୍କୁ କେବଳ ଧଳା ପୋଷାକରେ…

Overthinkingର କୁପ୍ରଭାବ: ଜାଣନ୍ତୁ କିପରି ବନ୍ଦ କରିବେ Overthinking

ଆଜିକାଲି ପ୍ରାୟ ସମସ୍ତଙ୍କ ଠାରେ ଓଭରଥିଙ୍କିଙ୍ଗର ସମସ୍ୟା ଦେଖିବାକୁ ମିଳୁଛି । ଆଜିକାଲିର ଦୁନିଆ ଯେଭଳି ହେଲାଣି ଶାନ୍ତିରେ ରହିବା ଲୋକ ବହୁତ କମ ଦେଖିବାକୁ ମିଳୁଛନ୍ତି । ଓଭରଥିଙ୍କିଙ୍ଗ ଏକ ମଣିଷକୁ ଭିତରୁ ଖାଲି କରିଦିଏ । ଯେଉଁ ଲୋକମାନେ ସବୁବେଳେ କିଛି ନା କିଛି ଭାବୁଥାନ୍ତି ଅର୍ଥାତ…

ଜାଣଛନ୍ତି କି ଗୋରଖ ଧନ୍ଦା କ’ଣ ? ଇତିହାସ ପୃଷ୍ଠାରେ ଏହା ବିଷୟରେ ଲୁଚିଛି ରହସ୍ୟ

ଆପଣମାନେ ଏପରି ଅନେକ ଶବ୍ଦ ଶୁଣିଥିବେ, ଯାହାର ମାନେ ଜାଣିନଥିବେ । ତେବେ ଆମେ ଆଜି ସେହିପରି ଏକ ଶବ୍ଦ ଗୋରଖ ଧନ୍ଦା ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଯଦି ଆପଣମାନେ ଗଜଲ ଶୁଣୁଥିବେ, ତେବେ ଆପଣ ନିଶ୍ଚୟ ପ୍ରସିଦ୍ଧ କାୱାଲ ନୁସରତ ଫତେହ ଅଲି ଖାନଙ୍କ ପ୍ରସିଦ୍ଧ ଗଜଲ ‘ତୁମ୍ ଏକ ଗୋରଖ ଧନ୍ଦା ହୋ’…

ଜାଣନ୍ତୁ ମିମିକ୍ରି କ’ଣ ? ଏହି ଶବ୍ଦ କେବେ ଏବଂ କିଏ ଆରମ୍ଭ କରିଥିଲେ

ନିକଟରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ମିମିକ୍ରି କରିବା ଯୋଗୁଁ ଭାରତରେ ଅନେକ ଆଲୋଡ଼ନ ଦେଖାଦେଇଛି । ରାଜ୍ୟସଭାରୁ ନିଲମ୍ବିତ ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତିଙ୍କ ଭାଷଣ ଦେଉଥିବା ଷ୍ଟାଇଲ୍‌କୁ ନକଲ କରିଥିଲେ । ସେହି କାରଣରୁ ଉପରାଷ୍ଟ୍ରପତି ବହୁତ ବିବ୍ରତ ହୋଇଯାଇଥିଲେ ।…

ଲୋକଙ୍କ ଆଖିର ରଙ୍ଗ ଅଲଗା ଅଲଗା କାହିଁକି ? ନୀଳ କଳା ଧୂସର ହେବା ପଛରେ କାରଣ କଣ ଜାଣନ୍ତୁ

ଆପଣ ନୋଟିସ୍‌ କରିଥିବେ ଯେ ସବୁ ବ୍ୟକ୍ତିଙ୍କ ଆଖିର ରଙ୍ଗ ଅଲଗା ଅଲଗା ଥାଏ। କାହାର ବ୍ରାଉନ ତ କାହାର କଳା ପୁଣି କାହା ଆଖିର ରଙ୍ଗ ନୀଳ। ଅନେକ ଲୋକଙ୍କର ଆଖିର ରଙ୍ଗ ଗାଢ଼ ଧୂସର ମଧ୍ୟ ହୋଇଥାଏ। ଏହିଭଳି ଭିନ୍ନ ଆଖି ଲୋକଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ। ଅନେକ ଲୋକ ଆଟ୍ରାକଟିଭ୍‌ ଦେଖାଯିବା ପାଇଁ…

ଫୋନ ବ୍ୟାଟେରୀକୁ ନେଇ ଏହି ଭୁଲ ତଥ୍ୟ, ଯାହା ଆପଣଙ୍କୁ ଲାଗିଥାଏ ଏକଦମ୍‌ ସତ, ଜାଣନ୍ତୁ

ଦୁନିଆରେ ମୋବାଇଲ ୟୁଜର୍ସଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ସହିତ ଡିଭାଇସର ବ୍ୟବହାର ଓ ମେଣ୍ଟେନାନ୍ସରେ ମଧ୍ୟ ବୃଦ୍ଧି ଘଟିଛି । ଏପରିସ୍ଥଳେ ଫୋନ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ ହେଉଛି "ବ୍ୟାଟେରୀ" । ଯଦିଓ ମୋବାଇଲ ଫୋନକୁ ନେଇ ଅନେକ ମିଥ୍ୟା ତଥ୍ୟ ଶୁଣିବାକୁ ମିଳିଥାଏ…

କେଉଁ ପାପ କାରଣରୁ ପରଜନ୍ମରେ କେଉଁ ଯୋନୀ ମିଳିଥାଏ ଜାଣନ୍ତୁ

ଆତ୍ମାକୁ ହିନ୍ଦୁ ଧର୍ମରେ ଅମର ବୋଲି କୁହାଯାଏ। ହିନ୍ଦୁ ଧର୍ମ ପୁର୍ନଜନ୍ମ ଉପରେ ବିଶ୍ୱାସ କରିଥାଏ। ଅର୍ଥାତ ମଣିଷର ମୃତ୍ୟୁ ହେବା ପରେ ବି ତାର ଆତ୍ମା ଜୀବିତ ରହିଥାଏ। ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ମଣିଷର ମୃତ୍ୟୁ ପରେ ଆତ୍ମା ସେହି ଶରୀରକୁ ଛାଡି ନୂଆ ଶରୀରରେ ପ୍ରବେଶ କରିଥାଏ। ଆତ୍ମାକୁ…

ରାତିରେ ଶବକୁ ଏକା ଛାଡିଲେ କଣ ହୋଇଥାଏ ଜାଣନ୍ତୁ

ସଂସାରରେ ଜନ୍ମ ଛି ତ ମୃତ୍ୟୁ ସୁନିଶ୍ଚିତ। କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ତେଣୁ ଦୁନିଆଁରେ କିଛି ବି ମିଛ ହୋଇ ପାରେ ହେଲେ ମୃତ୍ୟୁ ନୁହେଁ । ତଥାପି ଜୀବନର ଏଇ ଶେଷ କଥାଟିକୁ ଆମେ ମନେ ରଖି ପାରୁନା, ଭୁଲି ଯାଉ । ଅବଶ୍ୟ ଆମେ ଏଠି ମୃତ୍ୟୁକୁ ନେଇ ନୁହେଁ…

ଜାଣନ୍ତୁ ସ୍ୱାଦିଷ୍ଟ ‘ପଣସ’ ବିଷୟରେ କିଛି ରୋଚକ ତଥ୍ୟ

ନିଜର ତଥା ଆଖପାଖର ବାଡ଼ି ବଗିଚାରେ ପ୍ରାୟ ସମସ୍ତେ ନିଶ୍ଚିତ ରୂପେ ପଣସ ଦେଖିଥିବେ । କିନ୍ତୁ ଏହି ବିରାଟ ଆକାରର ଫଳଟିର ଇତିହାସ ସମ୍ପର୍କରେ ହୁଏତ ଖୁବ ଲୋକ ହିଁ ଜାଣିଥିବେ । ବାସ୍ତବରେ ଏହାର ଜନ୍ମ ଭାରତର ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ହିଁ ହୋଇଥିଲା । ପରେ ଧୀରେ ଧୀରେ ଏହାର ଲୋକପ୍ରିୟତା…

ପୃଥିବୀ ଓ ମହାକାଶର କିଛି ଏମିତି ତଥ୍ୟ ଯାହା ଆଜି ବି ରହସ୍ୟ ହୋଇରହିଛି

ମହାକାଶ ଓ ପୃଥିବୀର କିଛି ରହସ୍ୟକୁ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ଖୋଜି ବାହାର କରିପାରି ନାହାନ୍ତି  । ଆଜି ଆମେ ଏମିତି ହିଁ ରହସ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଶରବିଦେଶର ବଡ ବଡ ବୈଜ୍ଞାନିକ ମାନଙ୍କ ପାଇଁ ଏକ ପ୍ରକାର ଅବୁଝା ରହସ୍ୟ ହୋଇ ରହିଯାଇଛି । ଯାହାକୁ ଜାଣିବା ପାଇଁ ସେମାନେ…