ଏଠାରେ କେବଳ ବିଫଳ ଛାତ୍ରଛାତ୍ରୀଙ୍କୁ ମିଳିଥାଏ ଆଡମିଶନ, ଜାଣନ୍ତୁ କେଉଁଠି ଏହି କଲେଜ ଏବଂ କଣ ରହିଛି ସ୍ବତନ୍ତ୍ରତା !
ଆଜିକାଲି ବହୁତ ଲୋକ ବିଦେଶ ଯାଇ ପାଠ ପଢ଼ୁଛନ୍ତି ଏବଂ କିଛି ଲୋକ ଦେଶରେ ରହି ନିଜର ନାମ ବିକାଶ କରୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କଲେଜ ବିଷୟରେ ଜଣାଇବୁ ଯେଉଁଠି କେବଳ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ହିଁ ଆଡମିଶନ ମିଳିଥାଏ। ଆପଣଙ୍କୁ ଆମେ ଜଣାଇବାକୁ ଚାହିଁବୁ ଆମେରିକାର ଏହି…