ସ୍କିନ୍ କେୟାର ବ୍ରାଣ୍ଡରୁ ଫେୟାର ଓ ବ୍ରାଇଟ୍ ଭଳି ଶବ୍ଦକୁ ହଟାଇବେ L’Oreal ଓ ଫେୟାର ଆଣ୍ଡ ଲଭ୍ଲି
କୃତ୍ରିମ ସୌନ୍ଦର୍ଯ୍ୟ ପ୍ରସାଧନ ନିର୍ମାଣ କରୁଥିବା ଫ୍ରାନ୍ସର କମ୍ପାନୀ ଲୋରିୟଲ ଗ୍ରୁପ୍ ଏବେ ତ୍ୱଚା ସମ୍ବନ୍ଧୀୟ ଉତ୍ପାଦରୁ ଶ୍ୱେତ, ଗୋରା ଓ ହାଲକା ଭଳି ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଛି। ଏନେଇ କମ୍ପାନୀ ତରଣରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଗୋଟିଏ ଦିନ ପୂର୍ବରୁ ୟୁନିଲିଭର ମଧ୍ୟ…