ରାଜଧାନୀରେ ବାବାଙ୍କ କାରନାମା ଜାରି, ଆଜି ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ଼ କଲୋନୀରେ ଲୋକଙ୍କୁ ତାବିଜ ଦେଇ ଠକିଲେ
ଭୁବନେଶ୍ୱର (କେନ୍ୟୁଜ୍) : ବାବା ବେଶରେ ମାତିଥିବା ଲୁଟେରାଙ୍କର ଆତଙ୍କ ଜାରି ରହିଛି । ଦୁଇ ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ଓକିଲଙ୍କୁ ୩୫ ହଜାର ଟଙ୍କାର ଚୁନ ଲଗାଇଲା ପରେ ଆଜି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ଼ କଲୋନୀରେ କିଛି ଲୋକଙ୍କୁ ଠକିଛନ୍ତି । ସେମାନେ ପଥରକୁ ତାବିଜ କରି ଓ…