Browsing Tag

fake certificate

ଜାଲ୍ ନିଯୁକ୍ତି ପତ୍ର ନେଇ ଚାକିରି ପାଇଁ ଅନୁରୋଧ କରୁଥିଲେ ଯୁବତୀ, ଥାନାରେ ଅଟକ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିରରେ ପୁଣି ନକଲି ନଯୁକ୍ତି ପତ୍ର । ଥାନାରେ ଯୁବତୀ ଅଟକ । ବଲାଙ୍ଗିର DWO ଅଫିସରେ ଜାଲ ନିଯୁକ୍ତି ପତ୍ର ନେଇ ଚାକିରିରେ ଯୋଗଦେବାକୁ ଅନୁରୋଧ କଲେ ଜଣେ ଯୁବତୀ। ତେବେ ନିଯୁକ୍ତି ପତ୍ରଟି ନକଲି ଥିବା ନେଇ ସନ୍ଦେହ ହେବାରୁ ଵଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କଲେ…

 ଜାଲ ଜାତିଗତ ପ୍ରମାଣପତ୍ର ତିଆରି କରିବା ପଡ଼ିଲା ମହଙ୍ଗା, ୫ ଜଣଙ୍କୁ ଗିରଫ କଲା ଭଟଲି ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ଜାଲ ଜାତିଗତ ପ୍ରମାଣପତ୍ର ତିଆରି କରିବା ମହଙ୍ଗା ପଡ଼ିଲା । ୫ ଜଣଙ୍କୁ ଗିରଫ କରିଛି ଭଟଲି ପୋଲିସ । ଉତ୍ତର ପ୍ରଦେଶରୁ ଭଟଲିକୁ ଆସି ୩ ଯୁବକ ନକଲି ଜାତିଗତ ପ୍ରମାଣ ପତ୍ର ତିଆରି କରିଥିଲେ। ବରଗଡ଼ର ଜାତିଗତ ପ୍ରମାଣ ପତ୍ର ନେଇ ଚାକିରୀ ପାଇଁ ଆବେଦନ ବେଳେ ଧରାପଡିଲେ।…

ପ୍ଲସ ଟୁ ଫେଲ୍ ଛାତ୍ରଙ୍କୁ ଦେଲେ ନକଲି ସାର୍ଟିଫିକେଟ୍, ଅଧ୍ୟାପକ ଗିରଫ

ଖୋର୍ଦ୍ଧା(କେନ୍ୟୁଜ୍): ବଲାଙ୍ଗିର ପରେ ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ୍ ରାକେଟ୍ ଠାବ । ଜଣେ କଲେଜ ଅଧ୍ୟାପକ ଗିରଫ ପରେ ତନାଘନା ତଦନ୍ତ । କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ କାର୍ଯ୍ୟରତ ରାଜନୀତି ବିଜ୍ଞାନ ଅଧ୍ୟାପକ ତପନ କୁମାର ପୃଷ୍ଟି ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଦଧିମାଛଗାଡ଼ିଆ…

କମିଶନରରେଟ ପୋଲିସ ହାତରେ ବଡ ନକଲି ସାର୍ଟିଫିକେଟ୍‌ରେ ଚାକିରି ରାକେଟ, ୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍): କମିଶନରେଟ ପୋଲିସ ହାତରେ ଆଉ ଏକ ବଡ ନକଲି ସାର୍ଟିଫିକେଟ୍‌ରେ ଚାକିରି ରାକେଟ । ଗତକାଲି ମାଷ୍ଟର ମାଇଣ୍ଟ ରଣପୁର ସବ୍‌ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗ ଜୁନିଅର ଆସିଷ୍ଟାଣ୍ଟ ବିଭୂତି ଭୂଷଣ ମିଶ୍ରକୁ ଗିରଫ କରିଛି ଳକ୍ଷ୍ମୀସାଗର ଥାନା ପୋଲିସ । ୩ ଶହ ଚାକିରି…

ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣା: ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କଲା…

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ଆଜି ସରୁଛି ଅଭିଯୁକ୍ତଙ୍କ ତିନି ଦିନିଆ ରିମାଣ୍ଡ । ଗୋଟିଏ ସପ୍ତାହରୁ ଅଧିକ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର, ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ…

ନକଲି ସାର୍ଟିଫିକେଟ ରାକେଟର ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ନକଲି ସାର୍ଟିଫିକେଟ ରାକେଟର ତଦନ୍ତ । ୪ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର , ଆଲୋକ ଉଦଗାତା, ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ…

ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟର ଚେର ଖୋଜିବ କ୍ରାଇମବ୍ରାଞ୍ଚ, ଡିଏସପି DS ଚକ୍ରଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌…

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟର ଚେର ଖୋଜିବ କ୍ରାଇମବ୍ରାଞ୍ଚ। ତଦନ୍ତକାରୀ ଦଳର ୫ ଜଣିଆ ଟିମ୍‌ ବଲାଙ୍ଗିରରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଡିଏସପି DS ଚକ୍ରଙ୍କ ନେତୃତ୍ୱରେ ଦଳ ଯାଇ ବଲାଙ୍ଗିରରେ ଏସପି ନୀତିନ କୁଶଳକରଙ୍କ ସହିତ ଆଲୋଚନା କରିଛନ୍ତି। ଜାଲ…

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୪ଟି ଟିମ୍

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ କ୍ରାଇମବ୍ରାଞ୍ଚ ADG ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । କିଛି ସମୟ ତଳେ କ୍ରାଇମବ୍ରାଞ୍ଚର ଏକ ଟିମ ବଲାଙ୍ଗିର ଯାଇଛି । ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ଯାଇ ତନାଘନା କରିବ। ଏବେ…

ଜାଲ ସାର୍ଟିଫିକେଟ ଘଟଣା: ତଦନ୍ତ କରି ତଥ୍ୟ ଦେବାକୁ ବଲାଙ୍ଗିର ଶିକ୍ଷା ଅଧିକାରୀଙ୍କୁ ପୋଲିସର ଚିଠି

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ତଦନ୍ତ ଆଗକୁ ବଢୁଛି । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଜିଲ୍ଲାର କେଉଁ କେଉଁ ବିଭାଗରେ ନକଲି ସାର୍ଟିଫିକେଟରେ ଚାକିରି କରୁଛନ୍ତି ପୋଲିସ ତାର ତାଲିକା କରି ସମ୍ପୃକ୍ତ ବିଭାଗକୁ ଜଣାଇଛି । ଏନେଇ ବିଭାଗୀୟ ତଦନ୍ତ ପାଇଁ ପୋଲିସ…

ନକଲି ସାର୍ଟିଫିକେଟରେ ଅସଲି ଚାକିରି ଘଟଣା: ବଲାଙ୍ଗୀରି କୋଚିଂ ସେଣ୍ଟରେ ଚଢ଼ାଉ, ୮ ଅଭିଯୁକ୍ତ ଗିରଫ

ବଲାଙ୍ଗୀରି (କେନ୍ୟୁଜ): ନକଲି ସାର୍ଟିଫିକେଟର ଗୁମର ଖୋଲିଲା ପୋଲିସ। ବଲାଙ୍ଗୀର ପୋଷ୍ଟାଲ ଚାକିରି ପାଇଁ ଜାଲ ସାର୍ଟିଫିକେଟ ଦେଇ ଚାକିରି ଆବେଦନ ଅଭିଯୋଗ ଘଟଣା । ୮ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିଲା ବଲାଙ୍ଗୀର ଟାଉନ ପୋଲିସ । ଵଲାଙ୍ଗିର କଲେଜ ଛକ ରେ ଥିବା କୋଚିଂ ସେଣ୍ଟରେ ପୋଲିସର ଚଢ଼ାଉ ।…

ଜାଲ କାଗଜ ପତ୍ର ଦେଖାଇ ଡ୍ରଗ ଲାଇସେନ୍ସ ହାତେଇବା ପଡ଼ିଲା ମହଙ୍ଗା: ଗିରଫ ହେଲେ ଅଭିଯୁକ୍ତ 

କେନ୍ୟୁଜ୍(ବ୍ୟୁରୋ): ଜାଲ କାଗଜ ପତ୍ର ଦେଖାଇ ଡ୍ରଗ ଲାଇସେନ୍ସ ହାତେଇବା ପଡ଼ିଲା ମହଙ୍ଗା । ଯାଞ୍ଚ ବେଳେ ଜାଲ ଫାର୍ମାସୀ ସାଟିଫିକେଟ ଦେଇଥିବା ଜଣାପଡ଼ିବାରୁ ବଲାଙ୍ଗୀର ସିନ୍ଧେଇକେଲାର ଅରୁଣ ଲାଲ ଜୈନ ଗିରଫ । ଓଡ଼ିଶା ଫାର୍ମାସିଷ୍ଟ ପରିଷଦରେ ତରୁଣ ଲାଲ୍‌ ଜାଲ ପ୍ରମାଣ ପତ୍ର ଦେଇଥିବା ଯାଞ୍ଚ…

ବିଜେବି କଲେଜ୍‌ରେ ନକଲି ସାର୍ଟିଫିକେଟ୍‌ ଦେଇ ଆଡ୍‌ମିଶନ ମାମଲା, ୨ ଜଣଙ୍କୁ ଗିରଫ କଲା ବରଗଡ଼ ପୋଲିସ୍

ଭୁବନେଶ୍ୱର(କେନ୍ୟୁଜ୍): ବିଜେବି କଲେଜ୍‌ରେ ନକଲି ସାର୍ଟିଫିକେଟ୍‌ ଦେଇ ଆଡ୍‌ମିଶନ ମାମଲା । ୨ ଜଣଙ୍କୁ ଏହି ମାମଲାରେ ଗିରଫ କରିଛି ବରଗଡ଼ ପୋଲିସ । ଫେକ୍‌ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ ବିଜେବି କଲେଜରେ ଆଡମିଶନ କରିଛନ୍ତି କି ନାହିଁ ପୋଲିସ ପଚରାଉଚରା କରୁଛି। କଲେଜ ପ୍ରିନ୍ସପାଲଙ୍କ…