Browsing Tag

fake i card

ଲକ ଡାଉନରେ ଗଳାବାଟ, ୫୦ ଟଙ୍କାରେ ବିକ୍ରି ହେଉଥିଲା ନକଲି ଆଇକାର୍ଡ

ଭୁବନେଶ୍ୱର(କେ ନ୍ୟୁଜ): ଲକ୍‌ଡାଉନରେ ପୋଲିସ ଯାଞ୍ଚରୁ ବର୍ତ୍ତିବା ପାଇଁ ଫେକ୍‌ ଆଇକାର୍ଡ କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ସୁବାସ ବେହେରାକୁୁ ଗିରଫ କରିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ। ସୁବାସଙ୍କ ନିକଟରୁ ଶହ ଶହ ନକଲି ଆଇକାର୍ଡ ଜବତ କରାଯିବା ସହ…