Browsing Tag

fake IAS officer

ଲକଡାଉନରେ ବାହାରେ ବୁଲିବା ପାଇଁ ବନିଲେ ନକଲି ଆଇଏଏସ ଅଧିକାରୀ ହେଲେ ପୋଲିସ ଜାଣିବା ପରେ କଲା ଏମିତି କିଛି

ଉତ୍ତର-ପଶ୍ଚିମ ଦିଲ୍ଲୀର କେଶବ ପୁରମ ଅଂଚଳରେ ପୋଲିସ ପିକେଟ ଚେକିଂ କରିବା ସମୟରେ ଜଣେ ନକଲି ଆଇଏଏସ ଅଧିକାରୀଙ୍କୁ ଗିରଫ କରିଛନ୍ତି। ଲକଡାଉନ ସମୟରେ ମଧ୍ୟ ଏହି ବ୍ୟକ୍ତି ଜଣକ ରାସ୍ତାରେ ବୁଲୁଥିଲେ କିନ୍ତୁ ଯେତେବେଳେ ପୋଲିସ ନଜରରେ ଆସିଥିଲେ ସେତେବେଳେ ସବୁ ସତ ସାମ୍ନାକୁ ଆସିଥିଲା ।…