Browsing Tag

fake IPS officer arrested

ରାଉରକେଲାରୁ ଗିରଫ ହେଲେ ନକଲି ମହିଳା ଆଇପିଏସ୍ ଅଫିସର, ପୂର୍ବରୁ ଭୁବନେଶ୍ୱରରେ ମଧ୍ୟ ଦେଖାଇସାରିଛନ୍ତି ନିଜର କାରସାଦି

ରାଉରକେଲା: ପୋଲିସ ହାତରେ ନକଲି ବରିଷ୍ଠ ପୋଲିସ ଅଧିକାରୀ। ଭୁବନେଶ୍ୱର ପରେ ରାଉରକେଲାରେ ଠକ ମହିଳାଙ୍କ କାରସାଦି। ପୋଲିସ ବରିଷ୍ଠ ଅଧିକାରୀ କହି ଲକ୍ଷାଧିକ ଟଙ୍କାର ଠକେଇ ଉଦ୍ୟମ। ପୂର୍ବରୁ ଭୁବନେଶ୍ୱରରେ ମଧ୍ୟ କରିଥିଲେ ସେହିଭଳି ଉଦ୍ୟମ। ଅଭିଯୁକ୍ତା ଜଣଙ୍କ ଶର୍ମିଷ୍ଠା ବେହେରା। ରାଉରକେଲାର…