Browsing Tag

fake jarda factory

ଜଗତପୁର ଶିଳ୍ପାଞ୍ଚଳରେ ପୁଣି ନକଲି ଜର୍ଦ୍ଦା କାରଖାନା ଠାବ: ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଗୁଟଖା,ପାନ ମସଲା ସହ…

କଟକ : କଟକ ଜଗତପୁର ଶିଳ୍ପାଞ୍ଚଳରେ ପୁଣି ନକଲି ଜର୍ଦ୍ଦା କାରଖାନା ଠାବ। କମିସନରେଟ ପୋଲିସ ଓ ଜଗତପୁର ଥାନା ଚଢଉ କରି ଲକ୍ଷାଧିକ ଟଙ୍କାର ନକଲି ଗୁଟଖା ଜବତ କରିଛନ୍ତି। ଏହାସହ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଗୁଟଖା ଜର୍ଦ୍ଦା, ପାନ ମସଲା ସହ ଯନ୍ତ୍ରାଂଶ ଜବତ କରାଯାଇଛି। ତେବେ ଏହି ଘଟଣାରେ…