Browsing Tag

fake medicine

ଝାରସୁଗୁଡ଼ାର ଏକ ମେଡିକାଲ ଏଜେନ୍ସିରୁ ଲକ୍ଷାଧିକ ଟଙ୍କାର ନକଲି ମେଡିସିନ୍‌ ଜବତ, ଔଷଧ ବିକ୍ରି ଉପରେ ରୋକ୍

ଝାରସୁଗୁଡ଼ା(କେନ୍ୟୁଜ୍): ଲକ୍ଷାଧିକ ଟଙ୍କାର ନକଲି ମେଡିସିନ୍‌ ଜବତ । ଝାରସୁଗୁଡ଼ାର ଏକ ମେଡିକାଲ ଏଜେନ୍ସିରୁ ୧ ଲକ୍ଷ ୭୦ ହଜାର ନକଲି ମେଡିସିନ୍‌ ଜବତ ହୋଇଛି । ଏଠାରେ ଔଷଧ ବିକ୍ରି ଉପରେ ରୋକ ଲଗାଯାଇଛି । ଡ୍ରଗ ରୁଲ, ଭେଲିଡ଼ ଡିଏଲ, ଭେଲିଡ଼ ଜିଏସଟି ନମ୍ବର ଥିବା ବନାରସର ଏକ ପାର୍ଟୀଠୁ ଔଷଧ…

ଘରେ ବସି କେବଳ ସ୍କାନ୍‌ ମାଧ୍ୟମରେ ଜାଣନ୍ତୁ ଆପଣଙ୍କ ମେଡିସିନ୍‌ ଅସଲି ନା ନକଲି

ଆପଣ ଯେଉଁ ଔଷଧ କିଣୁଛନ୍ତି, ତାହା ଅସଲି ତ? ଏହି ମେଡିସିନ୍‌ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହେବନି ତ? ମେଡିସିନ୍‌ ଷ୍ଟୋରୁ ଔଷଧ ନେବା ସମୟରେ ଆମ ମନରେ ଏହି ପ୍ରଶ୍ନ ନିଶ୍ଚୟ ଆସିଥାଏ, କିନ୍ତୁ ଆମେ କେବଳ ବିଶ୍ୱାସରେ ଖାଇଥାନ୍ତି। କିନ୍ତୁ ଏବେ ଆପଣ ପୂରା ନିଶ୍ଚିତ ରହିପାରିବେ ଏହାକୁ ନେଇ।…

କଟକରେ ନକଲି ମେଡିସିନ୍ କାରବାର ମାମଲା, ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ(କେନ୍ୟୁଜ୍): କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ । ଆଜି ପୁରୀଘାଟ ଥାନାରେ ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି । ଏହାପରେ ଦୁଇ ଷ୍ଟକିଷ୍ଟ ଉପରେ ରେଡ୍‌ ଚଳାଇଛି ପୋଲିସ । ନକଲି ମେଡିସିନ୍‌ କାରବାର ମାମଲାରେ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା କରାଯିବ…

ନକଲି ଔଷଧ ଉପରେ ଲାଗିବ ରୋକ୍ : ଏଣିକି ଔଷଧରେ ରହିବ କ୍ୟୁଆର୍‌ କୋଡ୍‌

ନୂଆଦିଲ୍ଲୀ : ନକଲି ଔଷଧ କାରବାର ଆଗକୁ କଷ୍ଟକର ହେବ। ଔଷଧ ତିଆରିରେ ବ୍ୟବହୃତ ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ୍ ଉପାଦାନ (API) ଉପରେ QR କୋଡ୍ ଲଗାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ଡ୍ରଗ୍ ପ୍ରାଇସିଙ୍ଗ୍ ଅଥରିଟି (DPA) ମଧ୍ୟ ୩୦୦ ଔଷଧ ଉପରେ QR କୋଡ୍ ରଖିବା…

ବାଂଲାଦେଶରୁ ଭାରତକୁ ଆସୁଛି ଜାଲ ମେଡ଼ିସିନ, ବର୍ଷକୁ ହେଉଛି ୩୦୦ କୋଟିର କାରବାର

ଚୀନରୁ ଆସୁଥିବା ନକଲି ମେଡ଼ିସିନର ଚିନ୍ତା ସମ୍ପୂର୍ଣ୍ଣ ରୂପେ ସରି ନ ଥିବା ବେଳେ ବାଂଲାଦେଶରୁ ଆସୁଥିବା ନକଲି ମେଡ଼ିସିନ ମାମଲା ଔଷଧ କମ୍ପାନୀ ମାନଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଖାଲି ବାଂଲାଦେଶ କି ଚୀନ ନୁହେଁ ଅନ୍ୟ ଦେଶ ମାନଙ୍କରୁ ମଧ୍ୟ ଭାରତକୁ ବେପରୁଆ ଭାବେ ନକଲି ମେଡ଼ିସିନ…

ଏବେ କ୍ୟୁଆର କୋଡ୍ ସାହାଯ୍ୟରେ କିଛି ସେକେଣ୍ଡ ମଧ୍ୟରେ ଜାଣି ପାରିବେ ଆପଣ ଖାଉଥିବା ଔଷଧ ଅସଲି ନା ନକଲି !

ସରକାର ନକଲି ଔଷଧର ଉପରେ ଅଙ୍କୁଶ ଲଗଇବା ପାଇଁ କ୍ୟୁଆର କୋଡ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଦେଶ ଦେଇଛନ୍ତି। ଏହା ଦ୍ବାରା ଅସଲି ଏବଂ ନକଲି ଔଷଧ କିଛି ସେକେଣ୍ଡ ମଧ୍ୟରେ ଜଣା ପଡିଯିବ। ଉପଭୋକ୍ତା ଟ୍ୟାବଲେଟକୁ ନେଇ କଫ୍ ସିରପ ପର୍ଯ୍ୟନ୍ତ କୌଣସି ଔଷଧ କୁ ସେଥିରେ ଥିବା କ୍ୟୁଆର କୋଡକୁ…