fake medicine case

ନକଲି ଔଷଧ କାରବାର ଘଟଣା: ତିନି ଦିନିଆ ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

କଟକ (କେନ୍ୟୁଜ): କଟକରୁ ବିହାର ଗୟାକୁ ଲମ୍ବିଛି ନକଲି ଔଷଧ କାରବାର ଚେର। ତିନି ଦିନିଆ ରିମାଣ୍ଡରେ ନକଲି ମେଡିସିନ କାରବାରର ଅଭିଯୁକ୍ତ। ତଦନ୍ତ ପାଇଁ ବିହାରରେ…

2 years ago