Browsing Tag

fake note

ଗାନ୍ଧିଜୀଙ୍କ ଜାଗାରେ ଅନୁପମ ଖେରଙ୍କ ଫଟୋ, ୧ କୋଟି ୯୦ ଲକ୍ଷ ଟଙ୍କାର ସୁନା ଠକିନେଲେ ଦୁର୍ବୃତ୍ତ

୫୦୦ ଟଙ୍କିଆ ନୋଟରୁ ଗାଏବ ହେଲେ ଗାନ୍ଧି । ଆଉ ନୋଟରେ ଗାନ୍ଧିଜୀଙ୍କ ଫଟୋ ବଦଳରେ ଅନୁପମ ଖେରଙ୍କ ଫଟୋ ଲଗାଇ ଦୁର୍ବୃତ୍ତ ଠକି ନେଲେ ୨ କିଲୋ ସୁନା । ଯାହାର ମୂଲ୍ୟ ପାଖାପାଖି ୧ କୋଟି ୯୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗୁଜରାଟ ଅହମ୍ମଦାବାଦରେ ଏଭଳି ଠକେଇ ମାମଲା ସାମ୍ନାକୁ ଆସିଛି ।…

ପ୍ରୟାଗରାଜରେ ଜାଲ ନୋଟ କାରବାର ଘଟଣା, ତଦନ୍ତ ପାଇଁ ଓଡ଼ିଶା ଆସିପାରେ NIA

ଭୁବନେଶ୍ୱର : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଜାଲ ନୋଟ କାରବାର ଘଟଣାରେ ଅଧିକ ତଦନ୍ତ ପାଇଁ ଓଡ଼ିଶା ଆସିପାରେ NIA । ଖୁବ ଶୀଘ୍ର ଭଦ୍ରକ ବାସୁଦେବପୁର ଆସିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ୟୁପି ପୋଲିସ ଏହି ଘଟଣାରେ ତଦନ୍ତ ଅଭିଯାନ ଜୋରଦାର କରିଛି । ଏଥିରେ ବିଦେଶୀ ପାଣ୍ଠି ନା କୌଣସି…

ପ୍ରଥମ ଥର ପାଇଁ ମାଓବାଦୀଙ୍କ ଠାରୁ ମିଳିଲା ମୁଦ୍ରଣ ଉପକରଣ, ଛାପୁଥିଲେ ନକଲି ନୋଟ୍

ମାଲକାନଗିରି/ଜୟପୁର(କେନ୍ୟୁଜ୍): ମାଓବାଦୀ ବ୍ୟବହାର କରୁଛନ୍ତି ନକଲି ନୋଟ୍ । ଛତିଶଗଡ଼ର ସୁକମା ଜିଲ୍ଲାର କୋରଜଗଡ଼ ଜଙ୍ଗଲରୁ ମାଓ ବିରୋଧୀ ଅଭିଯାନ ବେଳେ ବଡ଼ ଖୁଲାସା । ପ୍ରଥମ ଥର ପାଇଁ ମାଓବାଦୀଙ୍କ ଠାରୁ ମିଳିଲା ମୁଦ୍ରଣ ଉପକରଣ । ୫୦ ଟଙ୍କା, ଶହେ ଓ ୫ ଶହ ଟଙ୍କାର ନକଲି ନୋଟ ମିଳିଛି ।…

କୁଆଡୁ ଆସିଲା ସୁବର୍ଣ୍ଣପୁର ଉଲୁଣ୍ଡାକୁ ୪୧ ଲକ୍ଷ ନକଲି ନୋଟ୍? ରିମାଣ୍ଡରେ ଅଭିଯୁକ୍ତ ଆସିଲେ ଖୋଲିବ ଗୁମର

କେନ୍ୟୁଜ୍(ବ୍ୟୁରୋ): ପୁଳା ପୁଳା ନକଲି ନୋଟ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୪୧ଲକ୍ଷ ୧୬ ହଜାର ଟଙ୍କାର ଜାଲ ନୋଟ। ଅତି ନିରେଖି ନଦେଖିଲେ ଅସଲି କି ନକଲି ଜାଣିବା ଅତି କଷ୍ଟ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାତିଖାଇ ଗାଁରୁ ଏତେ ପରିମାଣର ଫେକ୍ ନୋଟ ଜବତ କରିଛି କ୍ରାଇମବ୍ରାଞ୍ଚ…

ଅସଲି ଓ ନକଲି ନୋଟ ମଧ୍ୟରେ ଏପରି ଜାଣନ୍ତୁ ପାର୍ଥକ୍ୟ

ଯଦି ଟଙ୍କା କାରବାରରେ ନକଲି ନୋଟ୍ ବାହାରଛି , ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ସର୍ବପ୍ରଥମେ ପୋଲିସକୁ ରିପୋର୍ଟ ଦାଖଲ କରନ୍ତୁ। ଏହା କରିବା ପରେ ବ୍ୟାଙ୍କ ଏବଂ ପୋଲିସ ପକ୍ଷରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ଜାଣନ୍ତୁ ନକଲି ନୋଟ୍ କିପରି ଚିହ୍ନଟ କରିବେ । ଅନେକ…

ନକଲି ନୋଟ ପାଇଲେ ବଦଳାଇବେ କେମିତି ?

ବର୍ତ୍ତମାନ ସମୟରେ ସବୁ କିଛି ଭେଜାଲ । ଖାଦ୍ୟ ଜିନିଷ ଠୁ ଆରମ୍ଭ କରି ଟଙ୍କା ଯାଏ, ଏଭଳି କି ଏଟିଏମରୁ ମଧ୍ୟ ନକଲି ନୋଟ ବାହାରୁଛି । ଏମିତିରେ କାହାକୁ ବିଶ୍ୱାସ କରିହେବ ? ଏମିତି ହେଲେ କାମ ହେବନି ମୂଳ ରୁ ବିଗିଡ଼ିଯିବ। ତେବେ ସବୁ ଠାରୁ ବଡ଼ କଥା ହେଲା ଯଦି ଏଭଳି ହୁଏ ତେବେ ଆମକୁ କ'ଣ କରିବା…

ସାତ କୋଟିର ଜାଲ୍‌ ନୋଟ ଜବତ କଲା ମୁମ୍ବାଇ ପୋଲିସ୍ କ୍ରାଇମବ୍ରାଞ୍ଚ, ୭ ଗିରଫ

ମୁମ୍ବାଇ: ୭ କୋଟିର ଜାଲ୍‌ ନୋଟ । ନକଲି ୨ ହଜାର ଟଙ୍କିଆ ନୋଟ । ୫୦ ହଜାର କି ଲକ୍ଷେ ନୁହେଁ । ଏକାବେଳେ ୭ କୋଟି ଟଙ୍କାର ନକଲି ନୋଟ ଜବତ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୭ ଜଣଙ୍କୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି…

ଧରାପଡିଲା ଜାଲ ନୋଟ କାରବାର, କିଙ୍ଗପିନ ଗିରଫ

ଯାଜପୁର ଟାଉନ (କେନ୍ୟୁଜ) : ଭଡାଟିଆଙ୍କ ନକଲି ନୋଟ ବ୍ୟବସାୟ । ଘର ଭିତରୁ ମିଳିଲା ପୁଳାପୁଳା ଟଙ୍କା । ସେ ପୁଣି ଶହ କି ହଜାରରେ ନୁହେଁ, ଲକ୍ଷରେ । ଲକ୍ଷ ଲକ୍ଷ ନକଲି ଟଙ୍କା ବ୍ୟବସାୟ କରୁଥିବା ପତିପତ୍ନୀଙ୍କୁ ଧରିଲା ପୋଲିସ । ଗାଁ ଭିତରେ ରାତି ଅଧରେ ସୁରକ୍ଷିତ ଭାବେ ଚାଲି ନୋଟ ଧନ୍ଦା ।…

ଭଦ୍ରକ: ୩୬ ହଜାର ଟଙ୍କା ଡିପୋଜିଡ୍‌ ବେଳେ ବାହାରିଲା ୭ ଖଣ୍ଡ ନକଲି ୫ଶହ ଟଙ୍କିଆ ନୋଟ, ଡିପୋଜିଟରକୁ ପୋଲିସର…

ବାସୁଦେବପୁର(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ବାସୁଦେବପୁର ଷ୍ଟେଟ୍‌ ବ୍ଯାଙ୍କରୁ ଆଜି ଜଣେ ଗ୍ରାହକଙ୍କ ନିକଟରୁ ୭ ଖଣ୍ଡ ଜାଲ ନୋଟ୍‌ ବାହାରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଯୁବକ ହେଲେ ବାସୁଦେବପୁର ମ୍ୟୁନିସପାଲିଟି  ସ୍ଥିତ ରାଧାନାଥପୁର ଆଡିଆ ଗ୍ରାମର ରାଜାରାମ…

କୋରାପୁଟ: ଛତିଶଗଡରୁ ବିଶାଖାପାଟଣା ଚାଲାଣ ବେଳେ ୭ କୋଟି ୯୦ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ

କୋରାପୁଟ: ପ୍ରାୟ ୮ କୋଟିର ଜାଲ୍‌ ନୋଟ୍‌ ଜବତ। ଛତିଶଗଡରୁ ବିଶାଖାପାଟଣା ଚାଲାଣ ବେଳେ ୭ କୋଟି ୯୦ଲକ୍ଷ ଟଙ୍କାର ଜବତ ହୋଇଛି। ସମସ୍ତ ନୋଟ୍‌ ୫୦୦ଟଙ୍କିଆ। ଶୁହ୍କି ପାଣ୍ଡି ପୋଲିସ ଓ ପଟାଙ୍ଗି ପୋଲିସ ଗାଡିକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଜାଲ୍‌ ନୋଟ୍‌ ଜବତ ନେଇ ସୁନାବେଡ଼ା…

୫ହଜାର ୩ଶହ ଟଙ୍କାର ଜାଲି ନୋଟ ଜବତ କଲା ଚାନ୍ଦବାଲି ପୋଲିସ୍, ଜଣେ ଗିରଫ

ଚାନ୍ଦବାଲି: ଜାଲନୋଟ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପୋଲିସ । ୫ହଜାର ୩ଶହ ଜାଲ ନୋଟ ଜବତ କରିଛି । ସୂଚନା ମୁତାବକ ଯାଜପୁର ବିଞ୍ଝାରପୁର ନାଉପାଳ ଗାଁର ଜଣେ ଯୁବକ ଚାନ୍ଦବାଲି ବଜାରରେ ଜାଲି ନୋଟ ଦେଇ ମିଠା କିଣୁଥିବାର ପୋଲିସ ଖବର ପାଇଥିଲା । ତେବେ…

ମୟୁରଭଞ୍ଜ: ନକଲି ଟଙ୍କା କାରବାର କରୁଥିବା ଦୁଇ ଯୁବକ ଅଟକ, ୮୫ ହଜାର ଜାଲ ଟଙ୍କା ଜବତ

ମୟୁରଭଞ୍ଜ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲାରେ ସକ୍ରିୟ ଅଛନ୍ତି ନକଲି ଟଙ୍କା କାରବାର ଗ୍ୟାଙ୍ଗ୍ । ଆଜି ଏଭଳି  ଏକ ଗ୍ୟାଙ୍କର ପାର୍ଦ୍ଦାଫାସ୍ କରିଛି ମୟୁରଭଞ୍ଜ ପୋଲିସ। ବାରିପଦାର ଦୁଇ ଜଣ ବ୍ୟକ୍ତି ନକଲି ଟଙ୍କା କାରବାର କରୁଥିବାର ଖବର  ପାଇ ବାରିପଦା ପୋଲିସ ଚଢାଉ କରିଥିଲା। ଚାଢାଉ ବେଳେ…