Odisha News
.
Browsing Tag

fake note

ଏବେ ନକଲି ନୋଟ ଚିହ୍ନଟ କରିବ ଏହି ସ୍ମାର୍ଟଫୋନ ଆପ୍

ନୂଆଦିଲ୍ଲୀ : ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ହୋଇଥିବା ବିମୁଦ୍ରାକରଣକୁ ବର୍ତ୍ତମାନ ପ୍ରାୟ ଅଢ଼େଇ ବର୍ଷ ପୁରି ଗଲାଣି। ସେବେଠାରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ବଜାରକୁ ୫୦,୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କାର ବିଭିନ୍ନ ନୂଆ ନୋଟ ଆସିସାରିଛି। ତେବେ ନୁଆ ନୋଟ ଆସିବା ସହ…

ଯାଜପୁରରେ ନକଲି ନୋଟ୍ କାରବାର ଘଟଣା: ଅଭିଯୁକ୍ତ ଲୁସିଙ୍କ ସହ ବିଜେପି ନେତ୍ରୀଙ୍କ ଲିଙ୍କ୍ ଅଭିଯୋଗ

ଯାଜପୁର(କେନ୍ଯୁଜ୍) : ଯାଜପୁରରେ ନକଲି ନୋଟ୍ କାରବାର ଘଟଣାରେ ଆରମ୍ଭ ହୋଇଛି ଖୋଳତାଡ଼ । ଏଥିରେ କାହର ରହିଛି ସଂପୃକ୍ତି ? ଏହା ପଛରେ କିଛି ରାକେଟ୍ କାମ କରୁଛି କି ? ଏମିତି କିଛି ପ୍ରଶ୍ନର ପୋଲିସ ଉତ୍ତର ଖୋଜୁଥିବା ବେଳେ ବିଜେପି ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଘଟଣାରେ ଗିରଫ ହୋଇଥିବା…

ସାବଧାନ ! ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମ୍‌ରୁ ବାହାରୁଛି ଜାଲ୍ ନୋଟ

 ମୟୂରଭଞ୍ଜ(କେନ୍ୟୁଜ୍) : ବ୍ୟାଙ୍କ ଏଟିଏମ୍‌ରୁ ବାହାରୁଛି ଜାଲ ନୋଟ । ମୟୂରଭଞ୍ଜ ଜିଲ୍ଲା ମରୋଡାବଜାରରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଟିଏମରୁ ଜାଲ ନୋଟ ବାହାରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଜଣେ ଯୁବକ ଏଟିଏମ୍‌ରୁ ୫୦୦ ଟଙ୍କା ବାହାର କଲା ପରେ ତାହା ଜାଲ ନୋଟ୍‌ ବୋଲି…

ରାଜଧାନୀରେ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ଜବତ

ଭୁବନେଶ୍ବର: ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ଜବତ। ମୋଟ୍ ୪ ଲକ୍ଷ ୬୫ ହଜାର ଟଙ୍କାର ଜାଲ୍ ନୋଟ୍। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରୁ କମିଶନରେଟ୍ ପୋଲିସର କୁଇକ୍ ଆକସନ୍ ଟିମ୍ ଏହି ଜାଲ୍ ନୋଟ୍ ସହ ନୋଟ୍ ଛାପିବାର ସରଞ୍ଜାମ ଜବତ କରିଛି। ୧୬ ନମ୍ବର ଜାତୀୟ ରାଜପଥ ନିକଟ ମହୁରା ବଜାର ଛକ…