ଆପଣଙ୍କ ପାନ୍ କାର୍ଡକୁ ଆଉ କିଏ ବ୍ୟବହାର କରୁଛନ୍ତି କି? ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ
ଆଜିକାଲି ଆଧାର ଏବଂ ପାନ୍ କାର୍ଡ ଅତ୍ୟନ୍ତ ଜରୁରୀ ହୋଇଗଲାଣି। ଏସବୁ ବିନା ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହୋଇପାରିବ ନାହିଁ।ପାନ୍ କାର୍ଡ ପରିଚୟ ପତ୍ର ପ୍ରମାଣ ରୂପେ ବ୍ୟବହାର କରାଯାଇଥାଏ। ପାନ୍ କାର୍ଡକୁ ଭାରତର ନାଗରିକଙ୍କ ପାଇଁ ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ। ଛାତ୍ର-ଛାତ୍ରୀମାନେ…