Browsing Tag

fake police

ଅନୁଗୋଳରେ ନକଲି ପୁଲିସ ଅଟକ, ନକଲି ଜଏନିଂ ଲେଟର ଜବତ

ଅନୁଗୋଳ : ଅନୁଗୋଳରୁ ନକଲି ପୁଲିସ ଅଟକ ।  ଏସପି ଅଫିସ ସମ୍ମୁଖରେ ଘୁରି ବୁଲୁଥିବା ବେଳେ ସନ୍ଦେହ ହେବାରୁ ମାଡ଼ି ବସିଲା ଅନୁଗୋଳ ଟାଉନ୍ ଥାନା ପୁଲିସ । କନଷ୍ଟେବଳ ପୋଷାକରେ ଥିଲେ, ନେମ୍ ପ୍ଲେଟ୍ ବ୍ୟାଚ ବି ଲାଗିଥିଲା। ଆଜି ଅପରାହ୍ନରେ ଏସପି ଅଫିସ ନିକଟରେ ବୁଲୁଥିବା ବେଳେ ତାଙ୍କ ହାବଭାବରୁ…

ଓଲା ଡ୍ରାଇଭର ସାଜିଥିଲା ନକଲି ପୋଲିସ, ଧରାପଡ଼ିଲା ଦୋ ନମ୍ବରି ପୋଲିସ

ଭୁବନେଶ୍ୱର:  ଓଲା ଡ୍ରାଇଭର ସାଜିଥିଲା ନକଲି ପୋଲିସ ।  ଅସଲି ପୋଲିସ ହାତରେ ଧରାପଡ଼ିଲା ଦୋ ନମ୍ବରି ।  ରାଜଧାନୀରେ ଧରାପଡ଼ିଲା ନକଲି ପୋଲିସ ।  ଗାଡିରେ ପୋଲିସ ଲୋଗୋ ଲଗାଇ ଦେଉଥିଲା ପୋଲିସ ପରିଚୟ ।  ଟୋଲ ଗେଟ୍ ରୁ ଖସିବାକୁ ଆପଣାଇ ଥିଲା ଭିନ୍ନ ଉପାୟ ।  ଫାୟାର ସର୍ଭିସ୍ ନକଲି ଆଇଡି…

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ, ପରିଚୟପତ୍ର ଜବତ କରି ପଚରା ଉଚରା ଜାରି

ଭୁବନେଶ୍ବର: ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ରାଜଧାନୀ ଭୁବନେଶ୍ୱରରେ ନିଜକୁ ପୋଲିସ ଏସଆଇ କହି ଲୋକଙ୍କୁ ଡରାଇବା ସହ ଧମକାଉଥିଲା । ଏବେ ତାକୁ ଧରିଛି କମିଶନରେଟ୍ ପୋଲିସ । ଗିରଫ ଯୁବକ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଅଭିଷେକ ମିଶ୍ର । ଆଧାରକାର୍ଡ ଓ ପରିଚୟପତ୍ର ଜବତ କରି ପଚରା ଉଚରା…

ଅସଲି ପୋଲିସ ହାତରେ ନକଲି ପୋଲିସ, ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ

ରାଇରଙ୍ଗପୁର: ଅସଲି ପୋଲିସ ହାତରେ ନକଲି ପୋଲିସ । ସୋସିଆଲ ମେଡିଆରେ ଭାଇରାଲ ହେଉଛି ଭିଡି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ମୁଖ୍ୟ ବଜାରରୁ ଜଣେ ନକଲି ପୋଲିସକୁ ଧରି ଥାନାରେ ଜିମା ଦେଲେ ସ୍ଥାନୀୟ ଲୋକେ । ରାଇରଙ୍ଗପୁର ଡେଲି ମାର୍କେଟ ଠାରେ ଜଣେ ବ୍ୟକ୍ତି ପୋଲିସ ପୋଷାକ ପିନ୍ଧି…

ନିଜକୁ ଝାଡ଼ଖଣ୍ଡ ଏବଂ ଆସାମ ପୋଲିସ କହି ହୋଟେଲରେ ରହୁଥିଲା ନକଲି ଡିଏସପି, ମାଡି ବସିଲା ଅସଲି ପୋଲିସ

ଭଦ୍ରକ (କେନ୍ୟୁଜଓଡିଶା) : ହୋଟେଲ ରୁମରେ ଏକଦମ୍ ଷ୍ଟାଇଲ ମାରି ଶୋଇଥିଲେ ନକଲି ଡିଏସପି ବାବୁ । ଅଚାନକ ହୋଟେଲ ରୁମ୍ କବାଟ ଠକ୍ ଠକ୍ କଲେ ଦଳେ ପୋଲିସ୍ । ଯାହାଙ୍କୁ ଦେଖି ନିଦ ଭାଙ୍ଗିଗଲା ନକଲି ପୋଲିସ ବାବୁଙ୍କର । ହଠାତ୍ କିଛି ଆଉ କରିପାରିଲେନି କି ନିଜକୁ ବଞ୍ଚାଇପାରିଲେନି କାହିଁକିନା…

ନକଲି ପୋଲିସ ପରିଚୟ ଦେଇ କରୁଥିଲେ ଠକେଇ, ବାନ୍ଧିଲା ଅସଲି ପୋଲିସ

ଅନୁଗୁଳ : ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ନକଲି ପୁଲିସର ପରିଚୟ ଦେଇ ଟଙ୍କା ଠକିନେବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ସଦର ଥାନା ପୋଲିସ । ଗିରଫ ଯୁବକ ଜଣଙ୍କ ହେଲେ ଖମାର ଥାନା କୁଞ୍ଜାମ ଗାଁର ବିରଞ୍ଚି ନାରାୟଣ ନାଏକ ବୋଲି ପୋଲିସ ସୂଚନା ଦେଇଛି । ତାଙ୍କ ଠାରୁ ୫୦…

ନକଲି ପୋଲିସ ପାଖରେ ଜାଲ ନୋଟ କେଉଁଠୁ ଆସିଲା ? ଚାଲିଛି ତଦନ୍ତ

ଚାଲି ଏବଂ ଠାଣି ଦେଖିକି ଲାଗୁନଥିଲେ ନକଲି ପୋଲିସ ବୋଲି । ଚାକିରି କରେଇ ଦେବାକୁ କହି ଆଶାୟୀଙ୍କ ଠାରୁ ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଲୋକେ ମଧ୍ୟ ନକଲି ପୋଲିସ ବାବୁଙ୍କୁ ଅସଲି ବୋଲି ବିଶ୍ବାସ କରି ତାଙ୍କ ପାଲରେ ପଡ଼ି ଯାଉଥିଲେ । କିନ୍ତୁ ତାଙ୍କର ଏହି କଳାକାରନାମା ପୋଲିସ ନଜରରୁ ବଞ୍ଚିପାରି…

ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ଜବତ କଲା ନକଲି ଡକ୍ୟୁମେଣ୍ଟ

ନକଲି ପୋଲିସ ଡ୍ରେସ୍ ସହ ନକଲି ଡକ୍ୟୁମେଣ୍ଟ । ଏସବୁକୁ ନେଇ ଗରିବ ନିରୀହ ଲୋକଙ୍କୁ ଠକୁଥିଲେ ଠକ ଦଳ । ପୋଲିସ ଡ୍ରେସ ପିନ୍ଧି ଲୋକଙ୍କୁ ଡରାଇ ଧମକାଇ ଲୁଟୁ ଥିଲେ । କିନ୍ତୁ ଚୋର ଘର ତ ସବୁଦିନେ ଅନ୍ଧାର ନଥାଏ । କେତେ ଦିନ ବା ଏଭଳି ଲୁଟ କରିଥାନ୍ତେ ? ଏମାନଙ୍କ ସବୁ ଚାଲାକି ଏବେ ଧରା ପଡ଼ିଛି ।…

ଅସଲି ପୋଲିସ ପଞ୍ଝାରେ ନକଲି ପୋଲିସ ଗ୍ୟାଙ୍ଗ୍‌, ନିଜକୁ ସିବିଆଇ ଅଫିସର କହି ଲୋକଙ୍କଠୁ ଲୁଟୁଥିଲେ

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ ପୋଲିସ ହାତରେ ନକଲି ପୋଲିସ ଗ୍ୟାଙ୍ଗ ।  ପୋଲିସ ପୋଷାକ ପିନ୍ଧି ବିଭିନ୍ନ ଅପରାଧରେ ସାମିଲ ଥିଲା ଗ୍ୟାଙ୍ଗ ।  ୭ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଅଟକ ରଖିଛି ସ୍ପେଶାଲ ସ୍କ୍ୱାର୍ଡ । ଗିରଫ ୭ ଅଭିଯୁକ୍ତଙ୍କ ଘର ମଧ୍ୟପ୍ରଦେଶ ବୋଲି ଜାଣିବାକୁ ମିଳିଛି ।  CBI,…

ଭଉଣୀକୁ କପି ଯୋଗାଇବା ପାଇଁ ଭାଇ ସାଜିଥିଲା ନକଲି ପୋଲିସ, ଭୁଲ୍‌ ଢଙ୍ଗରେ ସାଲ୍ୟୁଟ୍‌ ମାରିବା ପଡ଼ିଲା ମହଙ୍ଗା

ମହାରାଷ୍ଟ୍ରର ଅକୋଲାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା । ଏଠାରେ ଦ୍ୱାଦଶ ପରୀକ୍ଷାରେ ଭଉଣୀକୁ କପି ଯୋଗାଇବା ପାଇଁ ଜଣେ ଯୁବକ ନକଲି ପୋଲିସ କର୍ମୀ ସାଜିଥିଲେ । ପରୀକ୍ଷା କେନ୍ଦ୍ରରେ ଯେତେବେଳେ ସେ ଅଧିକାରୀମାନଙ୍କୁ ସାଲ୍ୟୁଟ୍‌ ମାରିଥିଲେ, ତ ତାଙ୍କ ସାଲ୍ୟୁଟ୍‌ ମାରିବାର ଶୈଳୀରୁ ସେ…

ନକଲି ପୋଲିସ ଗିରଫ, ଘରକୁ ଘର ବୁଲି ଚାନ୍ଦା ମାଗୁଥିଲେ

ଜୟପୁର : ନକଲି ପୋଲିସ ବାବୁ ଗଲେ ଅସଲି ହାଜତକୁ । ଜୟପୁର ସହରରେ ଦିନ ଦିପହରେ ପୋଲିସ ପୋଷାକରେ ବାବୁ ଜଣକ ଘରକୁ ଘର ବୁଲି ଚାନ୍ଦା ମାଗୁଥିଲେ ଆଉ ଜଣେ ଭଦ୍ରବ୍ୟକ୍ତି ଙ୍କ ନଜରକୁ ଆସିବା ପରେ ପୋଲିସର ପଇସା ମାଗିବା ନେଇ ଟାଉନଥାନାରେ ଜଣେଇ ଥିଲେ । ଟାଉନ ପୋଲିସ ଏନେଇ ଭଗବାନ ବାଗ ନାମକ ସେହି…

ପୋଲିସ ବେଶ ଧରି ଜାତୀୟ ରାଜପଥରେ ଲୁଟ୍ ଘଟଣା : ଆଜି ରିମାଣ୍ଡରେ ଯିବେ ଲୁଣିଆ ଗ୍ୟାଙ୍ଗର ସଦସ୍ୟ

ଭୁବନେଶ୍ୱର (କେନ୍ୟୁଜ): ନକଲି ପୋଲିସ, ଅସଲି ଲୁଟେରା । ଗାଡ଼ିରେ ନାଲି ବତୀ । ହାତରେ ବନ୍ଧୁକ ସହ ଦେହରେ ଥିଲା ଖାକି ବର୍ଦ୍ଦି । ଜାତୀୟ ରାଜପଥରେ ଯେ କେହି ବି ଏମାନଙ୍କୁ ଦେଖିଲେ କହିବି ଏମାନେ ହେଉଛନ୍ତି ପୋଲିସ । ଆଉ ରାତି ଅଧରେ କରୁଥିଲେ ହାଇୱେ ଚେକିଂ । ଚେକିଂ ନାଁରେ ଲୁଟ ପାଟ କରୁଥିବା…