Browsing Tag

fake sauce factory found

କଟକ ଜଗତପୁରରୁ ନକଲି ସସ୍‌ ତିଆରି କାରଖାନା ଠାବ

କଟକ : କଟକ ଜଗତପୁରରୁ ନକଲି ସସ୍‌ ତିଆରି କାରଖାନା ଠାବ । ଜଗତପୁର ଥାନା ପୋଲିସ ଚଢ଼ାଉ କରି ଠାବ କରିଛି ଏହି କାରଖାନା । ଟମାଟୋ ସସ୍‌ ଭଳି ଖାଦ୍ୟ ସମଗ୍ରୀର ମଧ୍ୟ ହେଉଥିଲା ନକଲି । ଯାହାର ବ୍ଯବହାର ପ୍ରତିଦିନ ସମସ୍ତଙ୍କ ଘରେ ହୋଇଥାଏ । ବିଶେଷ ଭାବେ ଛୋଟ ଛୁଆ ଏବଂ ଯୁବପୀଢିଙ୍କ ଏହା ଖୁବ୍…