କିପରି ଜାଣିବେ ଆପଣଙ୍କ ଫୋନ୍ ‘ମେମୋରି କାର୍ଡ’ ଅସଲି ନା ନକଲି, ଚୁଟ୍କିରେ ଜାଣନ୍ତୁ ଉପାୟ
ଆଜିକାଲି ସ୍ମାର୍ଟ ଫୋନରେ ୫୧୨ ଜିବି ପଯ୍ୟର୍ନ୍ତ ଇନ୍-ବିଲ୍ଟ ମେମୋରି(ଷ୍ଟୋରେଜ୍) ମିଳୁଛି। କିନ୍ତୁ ବଜେଟ୍ ଫୋନରେ ଷ୍ଟୋରେଜ୍ କମ୍ ରହୁଛି। ଏମିତିରେ ଲୋକେ ନିଜ ସୁବିଧା ଅନୁସାରେ ସ୍ମାର୍ଟ ଫୋନରେ ମୋମୋରି କାର୍ଡ କିମ୍ବା ଏସ୍ଡି କାର୍ଡ(ସିକ୍ୟୋର୍ ଡିଜିଟାଲ କାର୍ଡ) ବ୍ୟବହାର…