ଅନ୍ତର୍ଜାତୀୟ ରାକେଟର ପର୍ଦ୍ଦାଫାସ, ଭୁବନେଶ୍ବରରୁ ଜବତ ସିମ୍ ବକ୍ସରୁ ପାକିସ୍ତାନ, ଚୀନ ଓ ମିଡିଲ ଇଷ୍ଟକୁ କଲ୍
ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଜବତ ସିମ୍ ବକ୍ସରୁ ପାକିସ୍ତାନ, ଚୀନ ଓ ମିଡିଲ ଇଷ୍ଟକୁ କଲ୍ । ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ସିପିଙ୍କ ବଡ଼ ଖୁଲାସା । ଜବତ ସିମ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍ କରାଯାଉଥିଲା । ଏପରି ସିମ ବକ୍ସରୁ ସାଇବର ଫ୍ରଡ୍ , ହେଟ୍ ମେସେଜ,…