ଆପଣ ବ୍ଯବହାର କରୁଥିବା ସ୍ମାର୍ଟଫୋନ ଚୋରି ନୁହଁ ତ ? ଜାଣିବା ପାଇଁ କରନ୍ତୁ ଏହି ଉପାୟ
ନୂଆଦିଲ୍ଳୀ : ଭାରତରେ ଲଗାତାର ବିଭିନ୍ନ ଫିଚର ବିଶିଷ୍ଟ ଏବଂ କମ୍ପାନିର ସ୍ମାର୍ଟଫୋନ୍ ଲଞ୍ଚ ହେଉଛି। ଖାସ କରି ଭାରତ ବଜାରରେ ରାଜ କରୁଛି ଚାଇନା ସ୍ମାର୍ଟଫୋନ କମ୍ପାନି। ସାଓମି, ୱାନପ୍ଳସ, ଓପୋ, ଭିଭୋ, ହୁୱାଇ ଏବେ ମାର୍କେଟରେ ରାଜ କରୁଛନ୍ତି, ଯାହାର ବହୁତ ଚାହିଦା ରହିଛି ବୋଲି ଜଣାପଡ଼ିଛି।…