କଟକ ଜଗତପୁର ଶିଳ୍ପାଞ୍ଚଳରେ ସୁବାସ କମ୍ପାନୀ ନାଁରେ ପୁଣି ନକଲି କାରଖାନା ଠାବ, ମାଟିତଳେ ପୋତାଗଲା କେଜି କେଜି ଘିଅ
କଟକ: ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପଲଟିଛି କଟକ ସହର। ପୁଣି ନକଲି କାରଖାନା ଠାବ କରାଯାଇଛି। କଟକ ଜଗତପୁର ଶିଳ୍ପାଞ୍ଚଳରେ ସୁବାସ କମ୍ପାନୀ ନାଁରେ ଚାଲିଥିବା ଜବତ ଘିଅକୁ ନଷ୍ଟ କଲା ଜଗତପୁର ଥାନା ପୋଲିସ।
ମାଟିତଳେ ପୋତାଗଲା କେଜି କେଜି ଘିଅ । ଅପମିଶ୍ରିତ ସସ୍, ସରବତ ଓ ଆଚାର ବି ନଷ୍ଟ…