Browsing Tag

fake tv racket

ରାଜଧାନୀରେ ବିକ୍ରି ହେଉଥିଲା ନାମୀ ବ୍ରାଣ୍ଡର ନକଲି ଟିଭି, ଅଭିଯୁକ୍ତ ଚାରି ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ…

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ବିକ୍ରି ହେଉଥିଲା ନାମୀ ବ୍ରାଣ୍ଡର ନକଲି ଟିଭି । ସୂଚନାରୁ ଜଣାଯାଇଛିଯେ କଲିକତାରୁ ଡୁପ୍ଲିକେଟ ଟିଭି ଆଣି ଅଧା ଦରରେ ବିକ୍ରି କରୁଥିଲେ ସୋରୁମ ମାଲିକ। ଏହି ମାମଲାରେ ଅଭିଯୁକ୍ତ ୪ ଜଣ ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ ।…