ଦେଶରେ ଚାଲିଛି ୨୪ଟି ଫେକ୍ ୟୁନିଭର୍ସିଟି, ଓଡିଶାର ଅଛି ଦୁଇଟି, ଜାଣନ୍ତୁ କେଉଁ ୟୁନିଭର୍ସିଟି
ଭୁବନେଶ୍ବର(କେନ୍ୟୁଜ୍): ସରକାରଙ୍କ ଭୂଆଁ ବୁଲାଇ ଦେଶରେ ଚାଲିଛି ୨୪ଟି ଫେକ୍ ବା ଜାଲ୍ ୟୁନିଭର୍ସିଟି। ଆଜି ୟୁନିଭର୍ସିଟି ଗ୍ରାଣ୍ଟ କମିସନ (ୟୁଜିସି) ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଏଭଳି ସଂଘାତିକ ସୂଚନା ଦିଅଯାଇଛି। ଏହା ସହ ଏହି ସବୁ ‘ଆତ୍ମଘୋଷିତ’ ଓ ‘ଅଣସ୍ୱୀକୃତ’…