୧୦୦ରୁ ଅଧିକ ଜାଲ୍ ୱେବସାଇଟକୁ ବ୍ୟାନ୍ କଲା କେନ୍ଦ୍ର ଗୃହମନ୍ତ୍ରାଳୟ
ନୂଆଦିଲ୍ଲୀ: କରୋନା କାଳରେ ଲୋକେ ୱାର୍କ ଫ୍ରମ୍ ହୋମ କଲେ । ଏହି ସମୟରେ ଅନେକ ଲୋକ ପାର୍ଟ ଟାଇମ୍ ଚାକିରି ବି ଖୋଜିଲେ । ଏହାର ସୁଯୋଗ ନେଇ ଅନେକ ସଂସ୍ଥା ଜାଲ୍ ୱେବସାଇଟ୍ ଖୋଲି ଚାକିରିର ଲୋଭ ଦେଖାଇ ଲୋକଙ୍କୁ ଲୁଟିଲେ । ସେମାନଙ୍କ ଆକାଉଣ୍ଟ ଖାଲି କରି ଦେଲେ । ଏଭଳି ୧୦୦ରୁ ଅଧିକ ୱେସାଇଟକୁ…