Browsing Tag

fall ill after eating food

କୋରାପୁଟ ଡୁମ୍ବାଗୁଡ଼ା ଗାଁରେ ବିବାହ ଭୋଜିର ବାସି ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ

କୋରାପୁଟ(କେନ୍ୟୁଜ୍) : ଭୋଜିରେ ବାସି ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ । କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ଗାଁରେ ଏକ ବିବାହ ଭୋଜିର ବଳକା ଖାଦ୍ୟକୁ ପରଦିନ ଗ୍ରାମବାସୀମାନେ ଖାଇଥିଲେ । ଖାଇବା ପରେ ହଠାତ ସେମାନେ ଅସୁସ୍ଥ ହୋଇପଡିଥିଲେ । ମୁଣ୍ଡବୁଲାଇବା ସହ ଅନେକଙ୍କର ବାନ୍ତି ହୋଇଥିଲା…