ପ୍ରେମ ପାଇଁ ପରିବାରକୁ ବିଷ ପିଆଇ ଦେଲା ନୃଶଂସ ଝିଅ, ଶିଶୁ କନ୍ୟା ସହ ୬ ଗୁରୁତର
ଯାଜପୁର : ପ୍ରେମ ପାଇଁ ପରିବାରକୁ ବିଷ । ପ୍ରେମ ପାଇଁ ପରିବାରକୁ ବିଷ ପିଆଇ ଦେଲା ନୃଶଂସ ଝିଅ। ପରିବାରର ଏକ ଶିଶୁ କନ୍ୟା ସହ ୬ ଗୁରୁତର ମେଡିକାଲରେ ଭର୍ତ୍ତି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କନିକାପଡ଼ାର ଚାଞ୍ଚଲ୍ୟକର ଘଟଣା ।
ସୂଚନା ଅନୁଯାୟୀ, ଗତ ୬ ମାସ ତଳେ କନିକାପଡ଼ାର ଉମାକାନ୍ତ…