ପାରିବାରିକ କଳହର ଉଗ୍ର ରୂପ: ପୁଅ ମୃତ, ବାପା ଗୁରୁତର ଆହତ
ମାର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ସାନ ଅଢଙ୍ଗା ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ବାପ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବଡ ପୁଅର ମୃତ୍ୟୁ ଘଟିଛି। ଏହି ଗଣ୍ଡଗୋଳେରେ ବାପ ଏବଂ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ…