ଚୂନା ହୋଇଗଲା ସୁନାର ସଂସାର: ଦୁର୍ଘଟଣା ପ୍ରାଣ ହରାଇଲେ ବାପା-ମାଆ-ଝିଅ; ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି ଦେଢ଼ ବର୍ଷର…
ବଲାଙ୍ଗିର (କେନ୍ୟୁଜ): ଦୁର୍ଘଟଣାରେ ଛାରଖାର ହୋଇଗଲା ପରିବାର। ଚୂନା ହୋଇଗଲା ସୁନାର ସଂସାର। ବାପା, ମାଆ ଓ ଝିଅ ଜଣଙ୍କ ପରେ ଜଣେ ଆଖିବୁଜିଲେ। ଏବେ ଜୀବନ ସହ ସଂଗ୍ରାମ କରୁଛି କୂଳନନ୍ଦନ।
ଗତକାଲି ବଲାଙ୍ଗିର-ଦେଓଗାଁ ରାସ୍ତା ସିଂହଖମନ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର…