Browsing Tag

family members

ଜଘନ୍ୟ ହତ୍ୟାକାଣ୍ଡ, ନିଜ ପରିବାରର ୬ ଜଣଙ୍କୁ ହତ୍ୟା କଲା ଶ୍ରୀଲଙ୍କା ଛାତ୍ର

କାନାଡା ରାଜଧାନୀ ଓଟାଓ୍ଵାରେ ଛୁରୀ ଭୁସି ୬ ଜଣଙ୍କୁ ହତ୍ୟା । ସେଠାରେ ରହୁଥିବା ଶ୍ରୀଲଙ୍କାର ୧୯ ବର୍ଷୀୟ ଛାତ୍ର ନିଜ ପରିବାରର ୬ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡିଛି । ଓଟାଓ୍ଵା ପୋଲିସ ଏହି ମାମଲାରେ ଛାତ୍ରଙ୍କୁ ଗିରଫ କରିଛି । ସୂଚନା ମୁତାବକ, କାନାଡା ରାଜଧାନୀ ଓଟାଓ୍ଵାରେ…

ଘର କଳିକୁ ନେଇ ରକ୍ତପାତ: ପରିବାରର ୪ ଜଣଙ୍କୁ ଆକ୍ରମଣ କଲା ପୁଅ

ବ୍ରହ୍ମପୁର (କେନ୍ୟୁଜ): ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତପାତ। ବାପା, ମାଆ, ଭଉଣୀ ଓ ଭାଇ ବୋହୂକୁ ଆକ୍ରମଣ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଛକରେ ଘଟିଛି ଏହି ଅଭାବନୀୟ ଘଟଣା। ଗତକାଲି ଖରାବେଳେ ଘରେ ସମସ୍ତେ ଶୋଇଥିବାବେଳେ ଆକ୍ରମଣ କରିଥିଲେ ବଡ଼ ପୁଅ ପାଣ୍ଡବ ରେଡି…

ରାଗରେ ପରିବାରର ୩ ଜଣଙ୍କୁ କାର ଚଢାଇଦେଲେ ବ୍ୟକ୍ତି, ଜଣେ ମୃତ

ଘରେ ଝଗଡା ହେଲା ବୋଲି ପରିବାରର ୩ ଜଣ ଲୋକଙ୍କୁ କାର୍‌ ଚଢାଇ ମାରିଦେଲେ । ଆଉ ଘଟଣାରେ ଜଣକର ଜୀବନ ଚାଲିଯାଇଛି । ଏମିତି ଘଟଣା ପଞ୍ଜାବର ମୋହାଲୀ ଠାରେ ଘଟିଛି । ଜଣେ ଯୁବକ ନିଜ ପରିବାର ଲୋକଙ୍କ ହତ୍ୟା କରିଛନ୍ତି । ମୋହଲୀର ଏକ ଗାଁରେ ମନୋଲୀରେ ଯୁବକ ରାଗରେ ଆସି ଏପରି କାଣ୍ଡ କରିଛନ୍ତି ।…

ଘରଭିତରୁ ପରିବାରର ୪ ଜଣ ସଦସ୍ଯଙ୍କ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ବରଗଡ଼ (କେନ୍ୟୁଜ): ଘବନ୍ଦ ଘର ଭିତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ । ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଜାଣ୍ଡୋଲ ଗାଁରେ ଏକ ଘର ଭିତରୁ ବାପା ମାଆ ଓ ପୁଅଝିଅଙ୍କ ମୃତଦେହ ଉଦ୍ଧାର ଠାବ । ଦୁଇ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଓ ଅନ୍ୟ ଦୁଇ ଜଣଙ୍କର ମୃତଦେହ କୋଠରୀ ଭିତରେ ପଡିଥିବା ଅବସ୍ଥାରେ…

ଗୋଟେ ପରିବାରର ୬ ମୃତ : ରାତିରେ ସମସ୍ତେ ଖାଇବା ପରେ ଶୋଇଥିଲେ, ହେଲେ ସକାଳୁ କେହି ବି ଉଠିଲେନି

ହରିୟାଣାର ଅମ୍ବାଲା ଜିଲ୍ଲା ନିକଟସ୍ଥ ବଲାନା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ଗୋଟିଏ ପରିବାରର ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି…

ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ, ଧକ୍କା ଦେଲା ଟ୍ରକ୍; ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବିବାହ କାର୍ଯ୍ୟକ୍ରମକୁ ଯାଉଥିଲା ପୁରା ପରିବାର । ହେଲେ ବାଟରେ ଜଗିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୮ ସଦସ୍ୟଙ୍କ ଜୀବନ । ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏକ ଏସ୍‌ୟୁଭି କାର୍ ଓ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ମର୍ମନ୍ତୁଦ…

ଏମିତି ବି ଆସେ ମୃତ୍ୟୁ, ଆଉ ଛାରଖାର୍‌ ହୋଇଯାଏ ସୁନାର ସଂସାର ; ଦୁର୍ଘଟଣା ନେଲା ଗୋଟିଏ ପରିବାରର ୪ ଜୀବନ

ଭଞ୍ଜନଗର(କେନ୍ୟୁଜ୍): ଦୁର୍ଘଟଣା ନେଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ । ଏକ ପିକଅପ୍‌ ଭ୍ଯାନ ଦ୍ରୁତଗତିରେ ଆସି ଚାପିଦେଲା ବାପା , ଦୁଇ ଝିଅ ଓ ନାତିକୁ । ଉଜୁଡି ଯାଇଛି ସପୂର୍ଣ୍ଣ ପରିବାର । ବେସାହାରା ହୋଇପଡିଛନ୍ତି ଘରେ ଥିବା ବିଧବା ସ୍ତ୍ରୀ ଓ ଆଉ ଜଣେ ଝିଅ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର…

ପାରିବାରିକ କଳହରୁ ମହିଳାଙ୍କୁ ଭୁଜାଲି ମାଡ, ୩ ଗୁରୁତର

ଭଦ୍ରକ(କେନ୍ଯୁଜ୍): ପାରିବାରିକ କଳହରୁ ମରଣାନ୍ତକ ଆକ୍ରମଣ ସହ ମହିଳାଙ୍କୁ ଭୁଜାଲି ମାଡ। ଆକ୍ରମଣରେ ୩ଜଣ ଗୁରୁତର ହୋଇଛନ୍ତି। ଏନେଇ ପ୍ରଥମେ ଧୁଷୁରୀ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଅବସ୍ଥା ଗୁରୁତର ହେବାରୁ ପରେ ଭଦ୍ରକ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାଟି ଧୁଷୁରୀ ଥାନା…