Browsing Tag

family need help

ଗରିବ କଥା କିଏ ବା ଶୁଣିବ? ନା ଅଛି ଭତ୍ତା ନା ଅଛି ଘର ଖଣ୍ଡେ, ସହାୟତା ଅପେକ୍ଷାରେ ମନୋଜଙ୍କ ପରିବାର

ନରସିଂହପୁର(କେନ୍ୟୁଜ୍): ସୁଖେ ଦୁଃଖେ ଚାଲିଥିଲା ତେଲ ଲୁଣର ସଂସାର। ହେଲେ ସହିଲାନି ଦଇବ। ବୋଝ ଉପରେ ଲଳିତା ବିଡା ପରି ମାଡି ଆସିଲା ଅଜଣା ଦୁଃଖ। ଚଳିତ ବନ୍ଯା ଓ ବର୍ଷାରେ ନିମିଷକରେ ଭାଙ୍ଗିଗଲା ମୁଣ୍ଡ ଗୁଞ୍ଚିଥିବା ଖଣ୍ଡିଏ ଘର । ଏପରି ଦ୍ରୁଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

ଆଗ ପଛ ହୋଇ ଦୁଇ ପୁଅଙ୍କ ଗୋଡ ହୋଇଗଲା ବଙ୍କା, ପୁଅ ଦୁହିଁଙ୍କ ବିକଳାଙ୍ଗ ଅବସ୍ଥା ଦେଖି ଚିନ୍ତାରେ ବାପା ମା

କେନ୍ଦ୍ରାପଡା (କେନ୍ୟୁଜ) : ଖୁସି ଯେ କେତେବେଳେ ଦୁଃଖରେ ବଦଳିଯିବ ତାହା କେହି କହିପାରିବେନାହିଁ। ମଣିଷ ଜୀବନରେ ଖୁସି ଯେ ଚିରସ୍ଥାୟୀ ଏଇଟା ପୂର ସତ। କାହିଁକିନା ଦୁଃଖ କେତେବେଳେ ଯେ କାହା ଜୀବନରେ ଆସିବ ତାହା କେହି ଜାଣନ୍ତିନି। କେନ୍ଦ୍ରାପଡା ଦୁମୁକା ଗାଁର ସାରଦା ପ୍ରସନ୍ନ କର ଙ୍କର…

କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମା’, ଆବଶ୍ଯକ ୨ଲକ୍ଷରୁ ଅଧିକ ଟଙ୍କା

ବାସୁଦେବପୁର(କେନ୍ଯୁଜ୍) : କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମାଆ । ତାଙ୍କୁ ଯଥା ସମ୍ଭବ ସହାୟତ କରୁଛନ୍ତି, ଗାଁ ର ଜୁବକ ମାନେ । ଦୃଷ୍ଟିଶକ୍ତି ହରାଇଥିବା କୁନି ପୁଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ମୂଲ ଲାଗି ଚଳୁଥିବା ବାପା ମାଆ ଏବେ ପୁଅର ଚିକିତ୍ସା ପାଇଁ ଶେଷରେ…

ପୁଅ ପଡିଛି କୋମାରେ, ଚିକିତ୍ସା ପାଇଁ ସବୁକିଛି ବିକ୍ରି ପରେ, ଏବେ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ବୃଦ୍ଧ ବାପା ମାଆ

ଜଳେଶ୍ୱର (କେନ୍ୟୁଜ) : ବାବୁ କିଛି ସାହାଯ୍ୟ କର ବାବୁ, ମାଆ କିଛି ସାହାଯ୍ୟ କର, ଆପଣଙ୍କ ସାହାଯ୍ୟରେ ମୋ ପୁଅ ବଞ୍ଚିଯିବ, ତାର ଅପରେସନ ହେବ। ଦୟାକରନ୍ତୁ ଟିକେ, ମୋ ପୁଅର ଚିକିତ୍ସା ପାଇଁ କିଛି ସାହାଯ୍ୟ କର, ଗଣ୍ଡେ ଭିକ ଦିଅ ବାବୁ। ହସ୍ପିଟାଲ ବେଡରେ ପଡିଥିବା ପୁଅର ଫଟୋ କୁ ଧରି ଏମିତି…

ସ୍କୁଲ ବାରଣ୍ଡାରେ ଜୀବନ ବିତାଉଛନ୍ତି କଅଁଳ ଦୁଇ ଶିଶୁ

ରେଢ଼ାଖୋଲ (କେନ୍ୟୁଜ) : ମୁଣ୍ଡରେ ଚାଳ ନାହିଁ, ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ। ସ୍କୁଲ ବାରଣ୍ଡାରେ ବିତୁଛି ଜୀବନ। ଆଜିକୁ ପାଞ୍ଚ ଦିନ ହେଲାଣି ସ୍କୁଲ ବାରଣ୍ଡାରେ ଜୀବନ ବିତୁଛି ଦୁଇ ନାତି ସହ ବୃଦ୍ଧ ଅଜା ଆଇଙ୍କର । ଗତ ଲଗାଣ ବର୍ଷାରେ ଘର ଭାଙ୍ଗି ଯିବାରୁ ନିରାଶ୍ରୟ ହୋଇ ଗାଁ ସ୍କୁଲ…

ବାପା ମାଆଙ୍କ ଆଖିରୁ ଶୁଖୁନି ଲୁହ, ଅଭିଶପ୍ତ ଭାଗ୍ଯକୁ ନେଇ ଜୀବନ ବିତାଉଛନ୍ତି ଦଶରଥ

ରାଇରଙ୍ଗପୁର : ପୁଅକୁ ନେଇ ବାପା ମା ଅନେକ ସ୍ବପ୍ନ ଦେଖିଥିଲେ। ପୁଅ ପାଠ ପଢ଼ିବ, ବଡ଼ ମଣିଷ ହେବ। ଗରିବ ମା’ ବାପାଙ୍କ ଦୁଃଖ ହଟିବ। କିନ୍ତୁ ସବୁ ସ୍ୱପ୍ନ ସବୁ ଆଶା ମଉଳି ଯାଇଛି। ସେହି ପୁଅ ମା’ ବାପାଙ୍କ ବୋଝ ନେବା ପରିବର୍ତ୍ତେ ନିଜେ ବୋଝ ପାଲଟିଯାଇଛି। ଚିକିତ୍ସା ଅଭାବରୁ ମାନସିକ ସ୍ଥିତି…

ଅଭାବ ଯୋଗୁ ଅଜଣା ପାଲଟିଛି ରୋଗ: ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଉଥିବା ଦଣ୍ଡାସି ଏବେ ଶଯ୍ୟାଶାୟୀ

ଭଞ୍ଜନଗର: ବୟସ ଠୁ , ବଳିଗଲାଣି ଯନ୍ତ୍ରଣା । ଅଭାବ ଯୋଗୁଁ, ଅଜଣା ପାଲଟି ଯାଇଛି ରୋଗ । ଯା‌ହା କିଛି ସମ୍ବଳ ଥିଲା , ସବୁ ଡାକ୍ତରଖାନା ଖର୍ଚ୍ଚରେ ସରିଲା । ତଥାପି କିଛି ସୁଫଳ ମିଳିଲାନି । ବରଂ ଦିନକୁ ଦିନ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ରୋଜଗାର କରିବାକୁ , ଏବେ ଆଉ ଦେହରେ ବଳ…

ତେଲ ଲୁଣର ସଂସାରରେ ମାଡି ଆସିଲା ଦୁଃଖର କଳା ବାଦଲ, ୪ ଝିଅଙ୍କୁ ନେଇ ଏବେ ବେସାହାରା ରୀନା

ଗଞ୍ଜାମ: ବଡ ଝିଅକୁ ମାତ୍ର ୧୧ ବର୍ଷ । ତାକୁ ମିଶାଇ ୪ଟି ଝିଅ । ତେଲ ଲୁଣର ସଂସାର ସୁଖେ ଦୁଃଖ ଚାଲିଥିଲା । ହଠାତ୍ କୁଆଡୁ ମାଡିଆସିଲା କରୋନା ରୂପୀ କଳା ବାଦଲ ଆଉ ଅନ୍ଧାର କରି ଚାଲିଗଲା ଏଇ ପରିବାରକୁ ।  ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ୍ ଅନ୍ତର୍ଗତ ମଧୁପଲ୍ଲୀ ଗାଁର ରୀନା ବେହେରା। ଯାହାଙ୍କ…