ଡହାଣୀ ସନ୍ଦେହରେ ଗାଁରୁ ବିତାଡ଼ିତ ପରିବାରକୁ ଥଇଥାନ କଲା ପ୍ରଶାସନ
ଜଳେଶ୍ୱର (କେ ନ୍ୟୁଜ୍) : ଡାହାଣୀ ସନ୍ଦେହରେ ଗୋଟିଏ ପରିବାରକୁ ଗାଁ ଲୋକେ ଘରୁ ତଡ଼ି ଦେଇଥିଲେ । ଏହି ଅସହାୟ ପରିବାର ଗାଁଠାରୁ ଅଳ୍ପ ଦୂର ରାସ୍ତା କଡ଼ରେ ପଡ଼ିଥିବା ହ୍ୟୁମ୍ ପାଇପ୍ରେ ରହୁଥିଲେ । ଏହି ଖବର ପ୍ରସାରଣ ପରେ ଗାଁରେ ପହଞ୍ଚିଲା ପ୍ରଶାସନ । ସେମାନଙ୍କୁ ଉଦ୍ଧାର କରାଯାଇଛି ।…