Browsing Tag

family suicide

ନୂଆବର୍ଷରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ପରିବାରର ୫ ସଦସ୍ୟଙ୍କ ମୃତଦେହ

ପଞ୍ଜାବ : ପଞ୍ଜାବ ଜଳନ୍ଧରରେ ଚାଞ୍ଚଲ୍ୟକର ଘଟଣା । କସ୍ତବା ଆଦମପୁର ଗାଁ ଡ୍ରୋଲିରେ କରଜରେ ବୁଡିଥିବା ପରିବାରର ୫ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା ଏବଂ ଜଣେ ପିଲା ରହିଛି । ମୃତକ ମଧ୍ୟରେ ମନମୋହନ ସିଂଙ୍କ ପୁଅ ଆତ୍ମା ସିଂ(୫୫), ପତ୍ନୀ…

ଗୋଟିଏ ପରିବାରର ୩ଜଣ ପିଇଦେଲେ ବିଷ, ପୁଅ ମୃତ ମା ଓ ଭଉଣୀ ଗୁରୁତର

ବରଗଡ଼(କେନ୍ୟୁଜ୍):  ଗୋଟିଏ ପରିବାରର ୩ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ବିଷ ପିଇଲେ ମାଆ, ପୁଅ ଓ ଝିଅ । ବରଗଡ ଜିଲ୍ଲା ସୋହେଲା ମାଷ୍ଟରଟିକ୍ରାରେ ଅଭାବନୀୟ ଘଟଣା ଘଟିଛି। ଗତ ୬ ତାରିଖ ଦିନ ଗାଁର ଅର୍ଜୁନ ସାହୁଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପରିବାର । ଆଜି…

କରୋନା ଯୋଗୁଁ ଚାକିରି ପଳେଇବାର ଭୟ ଥିଲା, ସେଥିପାଇଁ ପରିବାରର ସମସ୍ତେ କଲେ ଆତ୍ମହତ୍ୟା

କରୋନା ଯୋଗୁଁ ଲୋକଙ୍କ ଜୀବନ ବର୍ତ୍ତମାନ ସଂକଟରେ । ଏହି କାରଣରୁ ଲୋକଙ୍କ ମନରେ ବର୍ତ୍ତମାନ ଚାକିରି ଛାଡିବାର ଭୟ ମଧ୍ୟ ଦେଖାଦେଇଛି । ଶନିବାର କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ଏମିତି କିଛି ଘଟଣା ଘଟିଛି ଯାହା ପ୍ରମାଣ କରୁଛି ଯେ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଚାକିରୀ ହରାଇବାର ଭୟ କେତେ…