କଟକ : ଏସ୍ସିବିରେ ଫ୍ୟାନ୍ ଖସି ପଡ଼ିବା ଘଟଣାରେ ମହିଳାଙ୍କ ମୃତ୍ୟୁ
କଟକ (କେନ୍ୟୁଜ୍) : ମୃତ୍ୟୁ ଏମିତି ବି ଆସି ପାରେ । ମହିଳା ଜଣକ ନିଆଁରେ ପୋଡ଼ି ହୋଇ ଚିକିତ୍ସାଧୀନ ଥିଲେ । ହେଲେ ଡାକ୍ତରଖାନା ଛାତରୁ ଫ୍ୟାନ୍ ଖସି ପଡ଼ି ଗୁରୁତର ଆହତ ହେଲେ । ଆଉ ତା ପରେ ଚାଲିଗଲା ଜୀବନ ।
କଟକ ବଡ଼ ମେଡିକାଲରେ ଫ୍ୟାନ୍ ପଡ଼ିବା ଘଟଣାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି ।…