ଲାଲସିଂହ ଚଡ୍ଡା ପରେ ଏବେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂସ୍’କୁ ବିରୋଧ, ପୁରୁଷ ନିର୍ଯାତନାକୁ ପ୍ରୋତ୍ସାହିତ କରୁଥିବା…
ସୋସିଆଲ ମିଡିଆରେ ଅଗଷ୍ଟ ୧୧ରେ ରିଲିଜ୍ ହେବାକୁ ଥିବା ସୁପରଷ୍ଟାର ଅମୀର ଖାନ୍ଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ଓ ଅକ୍ଷୟ କୁମାରଙ୍କ ରକ୍ଷା ବନ୍ଧନକୁ ଜୋରଦାର ବିରୋଧ କରାଯାଉଛି। ଏହି ଦୁଇଟି ଫିଲ୍ମକୁ ବୟକଟ୍ କରିବାକୁ ଲୋକମାନେ ଦାବି କରୁଛନ୍ତି। ଇତି ମଧ୍ୟରେ ଆଲିଆ ଭଟ୍ଟଙ୍କ ଫିଲ୍ମ…