Browsing Tag

fani affected people

ପୁରୀ : ୩ ଶହ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ୩ କୋଟି ୬୦ ଲକ୍ଷ ଟଙ୍କାର ଋଣ ଦେଲେ ବ୍ୟାଙ୍କର୍ସ

ବାତ୍ୟା ଫିନରେ ପ୍ରଭାବିତ ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକର ଆଥିିକ ସ୍ଥିତି ଦୋହଲି ଯାଇଥିଲା । ବିଭିନ୍ନ ଉଦ୍ୟୋଗ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏବେ ସେମାନଙ୍କୁ ସହାୟତାର ହାତ ବଢାଇଛି ଡେଲାଙ୍ଗ ବ୍ଲକ ବ୍ୟାଙ୍କର୍ସ । ବ୍ଲକର ସମସ୍ତ ବ୍ୟାଙ୍କ ଏକତ୍ରିତ ହୋଇ ଲୋକଙ୍କୁ ଋଣ ଦେବାକୁ ଆଗେଇ ଆସିଛନ୍ତି…

ଏନ୍‌ଏମ୍‌ଡିଏ ଟିମର ଫନି ଅନୁଧ୍ୟାନ, କ୍ଷୟକ୍ଷତି ଭରଣା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା

ରାଜ୍ୟରେ ବାତ୍ୟା ଫନି ପରର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଏନ୍‌ଏମ୍‌ଡିଏର ଟିମ୍‌। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତିର ସମୀକ୍ଷା କରୁଛନ୍ତି ୩ ଜଣିଆ ପ୍ରତିନିଧି ଦଳ। ଗତକାଲି ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଟିମ୍‌ ଖୋର୍ଦ୍ଧା ଯାଇ ସ୍ଥିତି ପରଖିଥିଲେ। ଆଜି ଟିମ୍‌ ପୁରୀର ପ୍ରଭାବିତ…

ଫନି ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଲେ କେନ୍ଦ୍ରାପଡ଼ା ପୋଲିସ

ଭୁବନେଶ୍ବର (କେନ୍ୟୁଜ୍) : ବାତ୍ୟା ଫନି ବିପନ୍ନଙ୍କ ପାଇଁ ସହାୟତାର ହାତ ବଢାଇଲେ କେନ୍ଦ୍ରାପଡ଼ା ପୋଲିସ। ଜିଲ୍ଲା ଅଧୀନରେ ଥିବା ବିଭିନ୍ନ ଥାନା ଅଧିକାରୀମାନେ ଟଙ୍କା ସଂଗ୍ରହ କରିବା ସହ ସଂଗୃହୀତ ଅର୍ଥକୁ କେନ୍ଦ୍ରାପଡ଼ା ଏସ ନିକଟରେ ଦାଖଲ କରିଥିଲେ। ପ୍ରାୟ ୨ଲକ୍ଷ ୫୦ହଜାର ସଂଗୃହୀତ ରାଶିକୁ…

ପ୍ରଭାବିତ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ୯୩ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଚାଉଳ

ଭୁବନେଶ୍ବର (କେନ୍ୟୁଜ୍) : ଫନି ପ୍ରଭାବିତ ଜିଲ୍ଲାଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ୯୩ ପ୍ରତିଶତଙ୍କୁ ଚାଉଳ ବଣ୍ଟା ଯାଇଥିଲା ବେଳେ, ୯୫ ପ୍ରତିଶତଙ୍କୁ ଟଙ୍କା ଦିଆଯାଇଛି । ସେହିପରି ପଲିଥିନ ୬୬ ପ୍ରତିଶତ ଲୋକଙ୍କୁ ଦିଆଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା ଓ…