ରାଜ୍ୟ ସରକାରଙ୍କ ଘୋଷଣା, ଫନି କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ମିଳିବ ୧୦ ହଜାର ଟଙ୍କା ସହାୟତା ରାଶି
ଭୁବନେଶ୍ୱର (କେ ନ୍ୟୁଜ୍) : ବାତ୍ୟା ଫନି ଉଜାଡ଼ି ଦେଇଛି ହଜାର ହଜାର କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକା । ତେଣୁ ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଘୋଷଣା ଅନୁଯାୟୀ ୧୧ଟି ପୌରାଞ୍ଚଳରେ ରହୁଥିବା ଫନି…