Browsing Tag

fani cyclone

ମୋ ଅନୁଭୂତି : ଶ୍ରୀହୀନ ଶ୍ରୀକ୍ଷେତ୍ର, ସିଂହ ଦ୍ୱାରରୁ ବାଟମଙ୍ଗଳା ଯାଏଁ

ଶ୍ରୀଜଗନ୍ନାଥଙ୍କ ଧାମ। ଓଡ଼ିଶା କି ଭାରତ ନୁହେଁ , ବିଶ୍ୱର ଯେକୌଣସି କୋଣରେ ବି ମହାପ୍ରଭୁଙ୍କ ନାଁ ଶୁଣିଲେ ସ୍ୱତଃ ମୁହଁରୁ ବାହାରିପଡ଼େ ଜୟ ଜଗନ୍ନାଥ। କାରଣ କାଳିଆ ଠାକୁର ହେଉଛନ୍ତି ଆମ ଘରର ଜଣେ ସଦସ୍ୟଙ୍କ ଭଳି। ପୁରୀ ବଡ଼ଦାଣ୍ଡରେ ଠିଆ ହୋଇ ପତିତପାବନ ବାନାକୁ ଟିକିଏ ଚାହିଁ ଦେଲେ ଦୁଇ ହାତ…

‘ଫନି’ ପାଇଁ ଫିକା ପଡିଲା ଅକ୍ଷୟତୃତୀୟା, ସୁନା ଦୋକାନରେ ବ୍ୟବସାୟ ଠପ୍

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟତୃତୀୟା। ଅକ୍ଷୟ ତୃତୀୟାରେ ସୁନା କିଣିବା ପ୍ରଥା ରହିଥିବା ହେତୁ ଅନେକ ଲୋକ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି। ଏହି ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଲୋକଙ୍କ ମନରେ ବିଶ୍ୱାସ ରହିଛି। ଏହି ସ୍ୱତନ୍ତ୍ର ଦିନରେ ସୁନା ବେପାରୀମାନଙ୍କର ବି…

ସ୍ୱାଭାବିକ ହେଉଛି ପରିସ୍ଥିତି, ଗଡିଲା ପୁରୀ-ଖୋର୍ଦ୍ଧା ସ୍ପେଶାଲ୍‌ ଟ୍ରେନ୍‌

ପୁରୀରୁ ଖୋର୍ଦ୍ଧାକୁ ଗଡିଲା ସ୍ପେଶାଲ୍‌ ଟ୍ରେନ୍‌। ଟ୍ରାଏଲ୍‌ ରନ୍‌ରେ ଚାଲିଥିବା ସ୍ପେଶାଲ ଟ୍ରେନ କାଲି ଖୋର୍ଦ୍ଧାରୋଡରୁ ଆସି ପୁରୀରେ ପହଞ୍ଚିଥିଲା। ଆଜି ସ୍ପେଶାଲ ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌ରୁ ପୁରୀ ଯାଇଛି। ତେବେ ରାସ୍ତା ସମସ୍ୟା ଯୋଗୁ ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍‌। ଟ୍ରାଏଲ ଟ୍ରେନ…

ଓଡ଼ିଶାର ଅର୍ଥନୀତି ଉପରେ ‘ଫନି’ ପ୍ରଭାବ, ରାଜ୍ୟ ଅଭିବୃଦ୍ଧି ହାର ହ୍ରାସ ଆଶଙ୍କା

ଭୁବନେଶ୍ୱର : ଅଧା ଓଡ଼ିଶାକୁ ଛାରଖାର କରିଦେଲା ବାତ୍ୟା ଫନି। ଭାଙ୍ଗି ଯାଇଛି ଓଡ଼ିଶାର ଆର୍ଥିକ ମେରୁଦଣ୍ଡ। ଫନିର ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ। ରାଜ୍ୟ ଅଭିବୃଦ୍ଧି ହାର ହ୍ରାସ ଆଶଙ୍କ ଦେଖାଦେଇଛି। ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ ରହି ଆସିଥିଲା। ୨୦୧୯-୨୦ ଆର୍ଥିକ…

ସ୍ମାର୍ଟ ସିଟିକୁ ଲାଗିଗଲା ଫନିର ନଜର, କେଇ ଘଣ୍ଟାର କରାଳ ରୂପରେ ବଦଳିଗଲା ଭୁବନେଶ୍ୱରର ଭୂଗୋଳ

ଫନିର ନଜର ଲାଗିଗଲା ସ୍ମାର୍ଟ ସିଟି ଭୁବନେଶ୍ୱରକୁ । କେଇ ଘଣ୍ଟାର କରାଳ ରୂପରେ ବଦଳାଇ ଦେଲା ସମ୍ପୂର୍ଣ୍ଣ ଭୂଗୋଳକୁ । ବାତ୍ୟା ଫନିର ବିଷଜ୍ୱାଳାରେ ଘାରି ହେଉଛି ରାଜ୍ୟର ପ୍ରମୁଖ କ୍ରୀଡ଼ା ଭିତ୍ତିଭୂମି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଏସୀୟ…

ଅନ୍ୟ ରାଜ୍ୟ ପାଇଁ ଏହା ଏକ ଉଦାହରଣ, ଜାଣନ୍ତୁ ଫନିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କିଏ ଏମିତି କଲା ପ୍ରଶଂସା ?

ବାତ୍ୟା ଫନିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା। ସଫଳତାର ସହ ବାତ୍ୟା ମୁକାବିଲା କରିଥିବାରୁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ‘ସାରା ଦେଶର ନଜର ନିର୍ବାଚନ ଉପରେ ଥିଲାବେଳେ ନବୀନଙ୍କ ନଜର…

କୁନି ହାତରେ ବଡ ଦାନ, ଫନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କା ଦେଲେ ଦୁଇ ଛୋଟ ଝିଅ

ବରଗଡ଼ : ଫନି ପ୍ରଭାବିତଙ୍କ ପାଇଁ ସହାୟତା ପ୍ରଦାନ କଲେ ଦୁଇ ଛୋଟ ଝିଅ। ସହାୟତା ପ୍ରଦାନ କରି ଚର୍ଚ୍ଚାରେ ବରଗଡ଼ ବୌସେନମୋରାର ଦୁଇ ଝିଅ ମନୀଷାରାଣୀ ପ୍ରଧାନ ଓ ଲିପ୍‌ସାରାଣୀ ପ୍ରଧାନ । ବରଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ହଜାର ଟଙ୍କା…

ଫନି ପରେ ସ୍ଥିତି ସ୍ୱାଭାବିକ କରିବାକୁ ପ୍ରୟାସ, ଯୁଦ୍ଧକାଳିନ ଭିତ୍ତିରେ ଚାଲିଛି ପୁନଃନିର୍ମାଣ କାର୍ଯ୍ୟ

ଫନି ବାତ୍ୟାକୁ ବିତିଲାଣି ୪ ଦିନ । ଏବେ ବି ସବୁଠି ମାଳ ମାଳ ଦୁର୍ଦଶାର ଚିତ୍ର । ଅଚିହ୍ନା ଲାଗୁଛି ଆପଣାର ଭିଟା ମାଟି । ଧ୍ୱଂସାବଶେଷ ତଳେ ଭବିଷ୍ୟତ ଖୋଜୁଛନ୍ତି ବାତ୍ୟା ବିପନ୍ନ । କେବେ ସୁଧୁରିବ ସ୍ଥିତି ? ତାକୁ ହିଁ ଚାହିଁ ବସିଛନ୍ତି ସମସ୍ତେ । ଏବେ ବି ବାତ୍ୟା ପ୍ରଭାବିତ ଅଞ୍ଚଳରେ…

ତଳିଆ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର ପ୍ରକ୍ରିୟା, ସୁରକ୍ଷିତ ସ୍ଥାନରେ ପହଞ୍ଚି ଗଲେଣି ସାଢେ ଚାରି…

ସକାଳୁ ସକାଳୁ ଫନି ଆଲର୍ଟ । ବାତ୍ୟା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଥିଲା । ଫନିର ଲ୍ୟାଣ୍ଡ ଫଲ ସମୟରେ ବର୍ଷା ପବନ ସହ ଉପକୂଳରେ ଉଠିବ ବଡ଼ବଡ଼ ଜୁଆର । ପାଣି ମାଡି ଆସିବା ଆଶଙ୍କା ରହିଛି। ତେଣୁ ପ୍ରଭାବିତ ହେବାକୁ ଥିବା ତଳି ଅଂଚଳରୁ ସକାଳୁ ଆରମ୍ଭ ହୋଇଯାଇଥିଲା ସ୍ଥାନାନ୍ତର ପ୍ରକ୍ରିୟା।…

ମାଡ଼ିଆସୁଛି ସାମୁଦ୍ରିକ ଝଡ଼ ଫନି, ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳକୁ ରିଲିଫ୍‌ ସାମଗ୍ରୀ ପଠାଇବାକୁ ପ୍ରସ୍ତୁତି

ମାଡ଼ି ଆସୁଛି ସାମୁଦ୍ରିକ ଝଡ ‘ଫନି’ । ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର, ସଜାଗ ପ୍ରଶାସନ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତ ହେଉଛି ରିଲିଫ୍‌ ପୁଡ଼ିଆ । ମହଜୁଦ ରଖାଯାଇଛି ଚୁଡା, ଗୁଡ, ବିସ୍କୁଟ, ଦିଆସିଲି ସାଙ୍ଗକୁ ଲୁଣ ଓ ମହମବତୀ । ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଏସବୁ…