ଦୋଳି ପାଇଁ ଡାଳ ନାହିଁ, ପିଠା ପାଇଁ ପୁର ନାହିଁ
ଏମିତି ଆସେ ଦୈବୀ ଦୁର୍ବିପାକ । ଛଡ଼େଇ ନିଏ ଅନେକ କିଛି । ଖାଲି ଖୁସି ନୁହେଁ ତା ସହିତ ଆନୁଷଙ୍ଗିକ ଜିନିଷ । ମେ ୩ ତାରିଖ ଦିନ ବେଳା ଫନି ଯେଉଁ ଭୟଙ୍କର ରୂପ ଦେଖାଇଲା ସେଥିରେ ପ୍ରଥମେ ଶିକାର ହେଲେ ଲକ୍ଷ ଲକ୍ଷ ଗଛ । ଛାଇ ଦେଉଥିବା ଗଛ । ଅମ୍ଳଜାନ ଦେଉଥିବା ଗଛ ଓ ପରିବେଶକୁ ଶୀତଳ ରଖୁଥିବା ଗଛ…