ସାଇକ୍ଲୋନ ଫନି ପୁରୀରେ ଲ୍ୟାଣ୍ଡଫଲ୍ କଲା ‘ଫନି’ Sonalisa May 3, 2019 0 ପୁରୀ(କେ ନ୍ୟୁଜ୍): ଅପେକ୍ଷାର ହେଲା ଅନ୍ତ । ବହୁ ଦିନ ଧରି ଜଳସ୍ତରରେ ନିଜର କାୟା ବିସ୍ତାର କରିଆସୁଥିବା ସାମୁଦ୍ରିକ ବାତ୍ଯା ଫନି ଶେଷରେ ଲ୍ୟାଣ୍ଡଫଲ୍ କରିଛି । କରାଳ ରୂପ ଧାରଣ କରି ପୁରୀରେ ଲ୍ୟାଣ୍ଡଫଲ୍ କରିଛି ଫନି ।