Browsing Tag

fani updates

ବାତ୍ୟା ଫନି ମୁକାବିଲା ପାଇଁ ତତ୍ପରତା, ୨ଟି ହେଲିକପ୍ଟର ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କଲା ରାଜ୍ୟ

କେନ୍ୟୁଜ୍ : ବାତ୍ୟା ଫନି ମୁକାବିଲା ପାଇଁ ୨ଟି ହେଲିକପ୍ଟର ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର। ସେହିପରି ଅତିରିକ୍ତ ଏନଡିଆରଏଫ ଟିମ୍‌ ଯୋଗାଇ ଦେବାକୁ କୁହାଯାଇଛି । ଏନେଇ କ୍ୟାବିନେଟ ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।…