Browsing Tag

fans fell

SCB ମେଡିକାଲର ସର୍ଜରୀ ବିଭାଗରେ ଛାତରୁ ଖସିଲା ଫ୍ୟାନ୍, ଚିକିତ୍ସାଧୀନ ରୋଗୀ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି

କଟକ: ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍‌। SCB ମେଡିକାଲର ସର୍ଜରୀ ବିଭାଗରେ ଛାତରୁ ଖସିଲା ଫ୍ୟାନ୍‌। ଚିକିତ୍ସାଧୀନ ରୋଗୀଙ୍କ ଦେହରେ ବାଜିବାରୁ ରୋଗୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ରୋଗୀଙ୍କୁ ICUରେ ଭର୍ତ୍ତି କରାଯାଇଛି। ୪ ଦିନ ତଳେ SCBରେ ଭର୍ତ୍ତି ହୋଇଥିଲେ ଯାଜପୁର ଜିଲ୍ଲାର ମହିଳା।…